STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ମାଆ ଖୁଦୁରୁକୁଣି

ମାଆ ଖୁଦୁରୁକୁଣି

1 min
186

ମାଆ ଲୋ ମାଆ ଖୁଦୁରୁକୁଣୀ

ଗାଉଅଛି ମାଆ ତଅପୋଇ କାହାଣୀ ।


ସାତ ଭାଇର ସେ ଅତି ଅଲି ଅଳି

ଭାଉଜ ଠାରୁ ସେ ଶୁଣି ଥିଲା ଗାଳି ।


ବଣରେ ସେ ନୀତି ବୁଲି ଥିଲା

ଦିନେ ମାଲୋ ତୋର ପୂଜା କଲା ।


ଶୁଣି ଥିଲୁ ମାଲୋ ତଅପୋଇ ମାଗୁଣୀ

ମା ଲୋ ମା ଖୁଦୁରୁକୁଣୀ ।


ସାତ ଭାଇଙ୍କୁ ତୁ ରକ୍ଷା କରିଥିଲୁ

ଭାଇଙ୍କ ସାଥେ ଦିନେ ଭେଟ କରାଇଲୁ ।


ଭାଦ୍ରବ ରବିବାରେ ତୁହି ପୂଜା ପାଉ

ଭକ୍ତ ମନ ଜାଣି ମା ତୁହି ଫଳ ଦେଉ ।


ସିଂହ ବାହିନୀ ତୁ ଶକ୍ତିସ୍ଵରୁପିଣୀ

ମା ଲୋ ମା ଖୁଦୁରୁକୁଣି ।


Rate this content
Log in

Similar oriya poem from Inspirational