STORYMIRROR

PRABHAS KUMAR MOHAPATRA

Abstract

2  

PRABHAS KUMAR MOHAPATRA

Abstract

ମାଆ ଭାରତ

ମାଆ ଭାରତ

1 min
150

ଆହା କି ସୁନ୍ଦର ମାଆ ମାେ ଭାରତ

ଚରଣ ଧୁଏ ସାଗର

ମୁକୁଟ ମାଆର ବିନ୍ଧ୍ୟ ହିମାଳୟ

ଝରଣା ଝରେ ମଧୁର


ସୁନ୍ଦର କାନନ ତୁଳସୀର ବନ

ଭିନ୍ନ ଭାଷାର ସନ୍ତାନ

ଆହା କି ସୁନ୍ଦର ଭିନ୍ନ ଭିନ୍ନ ଧର୍ମ

ସଭିଙ୍କର ଗୋଟେ ମନ


ସଭିଏଁ ପାଗଳ ମାଆ ପାଇଁ ମୋର

ଭାଗ୍ୟବାନ ମୁଁ ସନ୍ତାନ

ହୋଇଛି ମୁଁ ଧନ୍ୟ ସାଜି ତା ସନ୍ତାନ

ଭାରତ ମାଆ ମହାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract