Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjaya Ananda Kumar Tripathy

Children

4.0  

Sanjaya Ananda Kumar Tripathy

Children

ମାଆ -୮

ମାଆ -୮

1 min
245


ମା' ଆଖିର ଲୁହ ଶୁଖି ଯାଇଛି,

ସେ ଯେମିତି ପ୍ରତିଜ୍ଞା କରିଛି

ଆଉ କାନ୍ଦିବନି,

ତା' ପାଟି ବି ଚୁପ ହୋଇଯାଇଛି

ଡାକ ଶୁଣିବାକୁ କେହି ନାହାନ୍ତି

କଥା କହିବନି ।

କିଛି କରିବନି

ଏଇଥି ପାଇଁ କ'ଣ ସେ

ତିଳ ତିଳ କରି ସର୍ବସ୍ବ ସାରି

ସଂସାର ଗଢିଥିଲା,

ନିଜ ଆଗରେ ସେ ଜନ୍ମ କରିଥିବା

ସନ୍ତାନର ମୃତ୍ୟୁ ହୋଇଗଲା ।

କିଛି ଖାଇବନି

ସେ ଆହ୍ୱାନ କରୁଛି ମୃତ୍ୟୁକୁ

ମତେ ବି ନେଇଯା ଆସି,

ବଞ୍ଚିଲେ ଆଉ କ'ଣ ଫେରି ପାରିବି

ସେଇ ପୁରୁଣା ଖୁସି ।


Rate this content
Log in

Similar oriya poem from Children