STORYMIRROR

Amita Dash

Abstract Inspirational Children

4  

Amita Dash

Abstract Inspirational Children

୩୧ଦିନ:୩୧ ଲିଖନ ସଙ୍କେତprompt 4-ମିନିଟ୍

୩୧ଦିନ:୩୧ ଲିଖନ ସଙ୍କେତprompt 4-ମିନିଟ୍

1 min
181


ଘଣ୍ଟା, କଣ୍ଟା, ମିନିଟ୍।

ମୁଁ ଆଜି ଖୋଜି ପାଇଛି ମୋତେ।

ଖୋଜି ପାଉନି ତୋତେ ମୁଁ କୋଉଠି।

କୋଉଠି ଦିନ କୋଉଠି ରାତି

କେତେ ବେଳେ ଜହ୍ନ କେବେ ତାରା ପିରତି।

ଘଣ୍ଟା କଣ୍ଟା, ମିନିଟ୍ କଣ୍ଟା ସହ ଗାଉଛି ଗୀତ ଟିକ୍ ଟିକ୍।

ଭୟର ବଳୟ ଭିତରେ ମୋ ଛାତିର କମ୍ପନ ମୋତେ କହୁଚି ଦିକ୍ ଦିକ୍।

ନିୟମିତ ଗଡି ଚାଲିଥିବା ସମୟ ଚକ ସମୟ ଥାଇ ସାବଧାନ ହୁଅ 

ଶିଖଉଥିବ।

କେତେବେଳେ କ'ଣ ଘଟିବ କିଏ କହିବ?

ମଉନ ହୋଇ ସମୟ ନଈ ବହି ଚାଲିଚି ଅନବରତ।

କାହାକୁ ଅପେକ୍ଷା ନାହିଁ ତା'ର।

ସମୟ ସ୍ରୋତରେ ଯିଏ ଆଗେଇ ଯିବ

ସିଏ ହୁଏତ ଦୁନିଆ କୁ ଜିତିଯିବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract