STORYMIRROR

Amita Dash

Abstract Inspirational Children

4  

Amita Dash

Abstract Inspirational Children

୩୧ ଦିନ: ୩୧ଲିଖନ ସଙ୍କେତprompt5

୩୧ ଦିନ: ୩୧ଲିଖନ ସଙ୍କେତprompt5

1 min
209


ମୋ ହାତରେ ଥାଆନ୍ତା କୁହୁକ ବାଡି।

ଆଖିରେ ଥାଆନ୍ତା ସମ୍ମୋହନ କଜଳ କାଳି।

ଥାଆନ୍ତା ଯଦି ଅଲାଦିନ ଦୀପ ର ଭେଳିକି।

ଆଶ୍ଚର୍ଯ୍ୟ କାମ କରୁଥିବା ପଦାର୍ଥ ରୁ ଗୋଟିଏ କିଛି।

ଯାହା ମୋର ମନ ତାହା ମନ ଇଛା ମାଗନ୍ତି।

କେତେ ଲୋକ ଆଜି ଭୋକ ବିକଳରେ କାମ ନ ପାଇ ବଞ୍ଚିଚନ୍ତି।

ରୋଗରେ ମରୁଛନ୍ତି କୁଢ଼ କୁଢ଼ ରୋଗୀ।

ଠାକୁର କୁଆଡ଼େ ପଳେଇଲେଣି ମନ୍ଦିର ଛାଡି।

କୁହୁକ ମୁଣି କୁ ମାଗନ୍ତି ଆଗ ମୋ ଠାକୁର ଦେ ଫେରେଇ।

ହେ ଠାକୁର ତୁମ ଅସଜଡା ସଂସାର କୁ ଦିଅ ସଜାଡି।

ସମସ୍ତଙ୍କ ଜୀବନ ସୁରୁଖୁରୁରେ ଯାଉ ବିତି।

ଆଉ ମାଗିବିନି ବେଶୀ।

ଅତି ଲୋଭ ମରିବାର କାରଣ ମୁଁ ଜାଣିଚି।

ଏଇ ତିନିଟି ଇଛା ପୂରଣ କରିଦିଅ କୁହୁକ ମୁଣି।

ଏତିକି ମାଗୁଣି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract