STORYMIRROR

Prabhanjana Tripathy

Tragedy

4  

Prabhanjana Tripathy

Tragedy

ମା

ମା

1 min
329


ମା ଶବ୍ଦର ଅର୍ଥ କେ କହିବ

ଏକ ଅକ୍ଷରର୍ ମହିମା

ମା ଶବ୍ଦର ଅର୍ଥ କେ କହିବ

ଏକ ଅକ୍ଷରର୍ ମହିମା

ଗଣିତ ସୂତ୍ର ଫିକା ପଡିଯିବ

ମହା ମହା ସୂତ୍ର ଦ୍ରାଘିମା ।


ଜନ୍ମ ମୃତ୍ୟୁ ତ ବିହୀର ରଚନା

ଜନ୍ମ ନୃତ୍ୟୁ ତ ବିହୀର ରଚନା

ଜନ୍ମ ଜନ୍ମାନ୍ତର ଲାଲିମା

ମା ଶବ୍ଦର ଅର୍ଥ କେ କହିବ

ଏକ ଅକ୍ଷର ମହୀମା ।


କେବେ ଜାଣିଛକି ମା ର ଅନ୍ତର

ପୁଅ ଲାତ ଖାଇ ଖୋଇବା

କେବେ ଜାଣିଛ କି ଚିଣ୍ଡା ଅଖା ଶୋଇ

ଛାତିର ପଲଙ୍କେ ଶୋଇବା

ନିଜେ ଦୁଃଖ ସହି ଅପୂର୍ବ ସୁଖରେ

ହୀରା କୁ କୋଳରେ ଧଇବା

ମା ଶବ୍ଦର ଅର୍ଥ କେ କହିବ

ଏକ ଅକ୍ଷରର୍ ମହୀମା ।


ମା 'ମା 

ଓପାସ ପେଟରେ କୋଳେ ଜାକି ଧରି

ରାତ୍ରି ଉଜାଗର' 

ଜୀବନ ବ୍ୟାକୁଳ ହୋଇବା

ଆଗ୍ନେୟ ଗୀରୀର ଉତ୍ତାପ ସହି

ଶୀତଳ ପବନ ବାହିବା

ମା ଶବ୍ଦର ଅର୍ଥ କେ କହିବ

ଏକ ଅକ୍ଷରର୍ ମହୀମା ।


ଦଶ ମାସ ଦିନ ପେଟେ ଜାକି ଧରି

ସନ୍ତାନ ପୋଷଣ ଆତୁର ସମ୍ଭାରୀ

ଜୀବନ ସଂଗ୍ରାମେ ବଂସ ଗାରିମା

ମାତୃ ଆନନ୍ଦର ଉପମା

ମା ଶବ୍ଦର ଅର୍ଥ କେ କହିବ

ଏକ ଅକ୍ଷରର୍ ମହୀମା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy