STORYMIRROR

Kshyama sagar Prusty

Classics Inspirational

3  

Kshyama sagar Prusty

Classics Inspirational

ମା ମୋର ସିଏ

ମା ମୋର ସିଏ

1 min
231


ଯାହାର କୃପା ବଳେ

ମୁଁ ଆଜି ଲେଖକଟିଏ l

ବିଦ୍ୟା ପ୍ରଦାୟୀନୀ ମା ମୋର ସିଏ ll

ଯାହାର ଆଶିଷେ

ମୋ ଜ୍ଞାନ ଉଦୟ ହୁଏ l

କିଛି ଲେଖିବାକୁ ସକ୍ଷମ ହୁଏ

ଜ୍ଞାନ ପ୍ରଦାୟୀନୀ ମା ମୋର ସିଏ ll

ଯାହାର ନାମ ଜପିଲେ

ସବୁ ରିଷ୍ଟ ଖଣ୍ଡନ ହୁଏ l

ହଂସ ବାହିନୀ ମା ମୋର ସିଏ ll

ଯାହାର ପୂଜାର୍ଚନାରେ 

ଭକ୍ତିରେ ନିଜକୁ ସର୍ମପିଲେ

ସାରା ଜଗତର କଲ୍ୟାଣ ହୁଏ l

ଜଗତ ଜନନୀ ବୀଣା ପାଣି

ସରସ୍ବତୀ ମା ମୋର ସିଏ ll


Rate this content
Log in

Similar oriya poem from Classics