STORYMIRROR

sai mahapatra

Tragedy Others

3  

sai mahapatra

Tragedy Others

ମା କଥା ଭାରି ମନେ ପଡୁଛି

ମା କଥା ଭାରି ମନେ ପଡୁଛି

1 min
236

ସିଏ ଥିଲା ମୋ ପାଇଁ ସକାଳର ସୁରୁଜ


  ଆଉ


ଗୁରୁବାର ଦିନ ପଡିଥିବା ପ୍ରତିଟି ଘରର ମୁରୁଜ


ସେ ଥିଲା ମୋ ପାଇଁ ଘନ ଅନ୍ଧକାରରେ ଜ୍ଵଳନ୍ତ ଶିଖା...


  ଆଉ


ମୋର ଅଙ୍କା ବଙ୍କା ଜୀବନରେ ଏକ ଆଶିଷ ରେଖା...


ଆଜି ଜାଣିନାହିଁ ମୁଁ କାହିଁକି ତା କଥା ଭାରି ମନେ ପଡୁଛି...


ଯାହା ପାଇଁ ତାହାର ପୁରା ଦୁନିଆ ମୁଁ ଥିଲି


ଆଜି କାହିଁକି କେଜାଣି ମତେ ସେହି ମା କଥା ଭାରି ମନେ ପଡୁଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy