STORYMIRROR

Sangeeta Barik

Classics

3  

Sangeeta Barik

Classics

ଲୁହ

ଲୁହ

1 min
443

   ମନ ଗହନର ଅବ୍ୟକ୍ତ ବେଦନା

   ହୄଦ ସିନ୍ଧୁକରେ ଥାଏ,

ଯେବେ ସେ ଉଛୁଳେ ଚକ୍ଷୁପଥ ଦେଇ

   ଲୁହ ହୋଇ ବହିଯାଏ

ଯନ୍ତ୍ରଣାର ପଛେ ଅମାନିଆ ଲୁହ

   ଧାବମାନ ହେଉଥାଏ,

ତାର ଯିବା ପରେ ମନ ଦୁଃଖ ଭାର

  ସ୍ବଳ୍ପ ପ୍ରଶମିତ ହୁଏ

ଶୂନ୍ୟକୁ ଚାହିଁ ସେ ଦୀର୍ଘଶ୍ଵାସ ନିଏ

   ଶୂନ୍ୟେ ଛଟପଟ ହୁଏ,

ଅବୁଝା ମନଟା ପାରେନାହିଁ ବୁଝି

   ପୁନଃ ପୁନଃ ଭାବୁଥାଏ

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics