STORYMIRROR

Liza Senapati

Classics

2  

Liza Senapati

Classics

ଲଣ୍ଠନ

ଲଣ୍ଠନ

1 min
113


ମୋ ପିଲା ବେଳର ସାଥୀ ତୁମେ,

ଯେବେ ଅନ୍ଧାର ଦେଖି ଡରିଯାଏ,

କେବଳ ତୁମକୁ ସାହାରା ଭାବେ,

ଜାଣିନି କେତେ ରାତି,

ତୁମ ଆଲୁଅ ରେ ଯିଇଁଚି।

 ତୁମେ ମନେପଡ଼ ମୋର ଆଜିବି,

ଯେବେ ଏ ନିଷ୍ଠୁର ଅନ୍ଧାରକୁ ଦେଖେ।

ତୁମ ସାଥେ ଖେଳିଚି କେତେ ରାତି,

କାଗଜ କଲମ ଛାଇ ଆଲୁଅର ଖେଳ।

ଆଜି ସେ ଦିନ ହଜିଯାଇଛି,

ସେ ସମୟ ବି ଲୁପ୍ତ ସାଗର ଗରଭେ।

ତୁମ ଆବଶ୍ୟକତା କମିଯାଇଚି,

ଅନ୍ଧାରର ଦୂରତା ସାଥେ,

ତଥାପି ତୁମେ ଆମ ସାଥିରେ ଅଛ



Rate this content
Log in

Similar oriya poem from Classics