STORYMIRROR

Brundabana Pradhan

Tragedy

3  

Brundabana Pradhan

Tragedy

ଲଣ୍ଠନ

ଲଣ୍ଠନ

1 min
196

ଆଜି ବି ଜଳୁଛି କାଲି ବି

ଜଳୁଥିବାର ମୁଁ ଦେଖିଛି 

କେଉଁ ଅନାଦି କାଳରୁ 

ଜଳୁଥିବାର ଆମେ ଜାଣିଛୁ। 

ଲଣ୍ଠନ ପରି ଦୁଃଖରେ 

ଆଜି କେତେ ଯେ 

ନାରୀ ଜଳୁଛନ୍ତି 

ଚିର ଦୁଃଖ ଅନଳରେ। 

ଆଜି ଯିଏ ନାରୀକୁ

ଆଲୁଅ ଟିକିଏ ପରଶିବ 

ଭାବୁଛୁ ସେ ଆଜି ବୋତଲ ଧାରୀ 

ତୀବ୍ର ଜଳୁଛି ଲଣ୍ଠନ ପରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy