Brundabana Pradhan

Tragedy


3  

Brundabana Pradhan

Tragedy


ଲଣ୍ଠନ

ଲଣ୍ଠନ

1 min 182 1 min 182

ଆଜି ବି ଜଳୁଛି କାଲି ବି

ଜଳୁଥିବାର ମୁଁ ଦେଖିଛି 

କେଉଁ ଅନାଦି କାଳରୁ 

ଜଳୁଥିବାର ଆମେ ଜାଣିଛୁ। 

ଲଣ୍ଠନ ପରି ଦୁଃଖରେ 

ଆଜି କେତେ ଯେ 

ନାରୀ ଜଳୁଛନ୍ତି 

ଚିର ଦୁଃଖ ଅନଳରେ। 

ଆଜି ଯିଏ ନାରୀକୁ

ଆଲୁଅ ଟିକିଏ ପରଶିବ 

ଭାବୁଛୁ ସେ ଆଜି ବୋତଲ ଧାରୀ 

ତୀବ୍ର ଜଳୁଛି ଲଣ୍ଠନ ପରି ।


Rate this content
Log in

More oriya poem from Brundabana Pradhan

Similar oriya poem from Tragedy