Brundabana Pradhan
Tragedy
ଆଜି ବି ଜଳୁଛି କାଲି ବି
ଜଳୁଥିବାର ମୁଁ ଦେଖିଛି
କେଉଁ ଅନାଦି କାଳରୁ
ଜଳୁଥିବାର ଆମେ ଜାଣିଛୁ।
ଲଣ୍ଠନ ପରି ଦୁଃଖରେ
ଆଜି କେତେ ଯେ
ନାରୀ ଜଳୁଛନ୍ତି
ଚିର ଦୁଃଖ ଅନଳରେ।
ଆଜି ଯିଏ ନାରୀକୁ
ଆଲୁଅ ଟିକିଏ ପରଶିବ
ଭାବୁଛୁ ସେ ଆଜି ବୋତଲ ଧାରୀ
ତୀବ୍ର ଜଳୁଛି ଲଣ୍ଠନ ପରି ।
ଗୁତିର ପୁସପୁନି
ରାସ୍ତା
ଧନୁଯାତ୍ରା ସମି...
ସ୍ୱପ୍ନର ନାୟିକ...
କିଏ ସେ ପ୍ରେୟସ...
ଶୋଇଛି ସହର
ସେ ଚେହେରା
ଇନ ନିଜର ଭାବନା...
ଭିନ୍ନ ଏକ ନିଆଁ
ଭଦ୍ର ମଣିଷ
"ନିରବ ନିଷ୍ପତ୍ତି" "ନିରବ ନିଷ୍ପତ୍ତି"
ଚାଳ ଘର ଚାଳ ଘର
ଜୀବନ ଦୋଳି ଜୀବନ ଦୋଳି
ସତରେ କ'ଣ ସତରେ କ'ଣ
ନିରବ ନିଷ୍ପତ୍ତି ନିରବ ନିଷ୍ପତ୍ତି
କାଗଜ ଡଙ୍ଗା କାଗଜ ଡଙ୍ଗା
ଯାଯାବର ଯାଯାବର
ଗଛ ଲତା ପୁଣି ଫୁଲ ଫଗୁଣର ମିଠା ମିଠା ମାଦକତା ଛନ୍ଦ ଭରୁଥିଲା ସବୁରି ଜୀବନେ ଗଛ ଲତା ପୁଣି ଫୁଲ ଫଗୁଣର ମିଠା ମିଠା ମାଦକତା ଛନ୍ଦ ଭରୁଥିଲା ସବୁରି ଜୀବନେ
ଅହରହ ଧାଇଁ ଗୋଡ ହୁଏ ବନ୍ଦୀ ସଂସାର ମାୟାରେ ଛନ୍ଦି, ଅନିତ୍ୟ ରୂପରେ ଆଖି ଲାଖି ରୁହେ ସତ୍ଯକୁ କରେ ସେ ଫନ୍ଦି । ଅହରହ ଧାଇଁ ଗୋଡ ହୁଏ ବନ୍ଦୀ ସଂସାର ମାୟାରେ ଛନ୍ଦି, ଅନିତ୍ୟ ରୂପରେ ଆଖି ଲାଖି ରୁହେ ସତ୍ଯ...
ଯେଉଁଠି ଇତସ୍ତତଃ ବର୍ତ୍ତମାନ ଅନିଶ୍ଚିତ ପୁଣି ଭବିଷ୍ୟତ ସେଠି ଆଉ ପ୍ରତୀକ୍ଷାର କ'ଣ ଅଛି ମାନେ; ଯେଉଁଠି ଇତସ୍ତତଃ ବର୍ତ୍ତମାନ ଅନିଶ୍ଚିତ ପୁଣି ଭବିଷ୍ୟତ ସେଠି ଆଉ ପ୍ରତୀକ୍ଷାର କ'ଣ ଅଛି ...
କେବେ କାନ୍ଦେ - କେବେ କନ୍ଦାଏ କେବେ ହସେ - କେବେ ହସାଏ କେବେକେବେ ଆରାମ୍ ଚେୟାର୍ ଉପରେ ବସି ଟେବୁଲ୍ ଉପରେ ... କେବେ କାନ୍ଦେ - କେବେ କନ୍ଦାଏ କେବେ ହସେ - କେବେ ହସାଏ କେବେକେବେ ଆରାମ୍ ଚେୟାର୍ ଉପରେ...
ଏକାକୀତ୍ୱ ଏକାକୀତ୍ୱ
ସେ ନଦୀ ନୁହେଁ ଗଭୀର ସାଗର ସ୍ବପ୍ନର ସୀମାନ୍ତରେ କେଉଁ ଏକ ଅଜଣା ସହର ସେ ନଦୀ ନୁହେଁ ଗଭୀର ସାଗର ସ୍ବପ୍ନର ସୀମାନ୍ତରେ କେଉଁ ଏକ ଅଜଣା ସହର
ଧର୍ମ ଜାତି ନେଇ ସଂକୀନ୍ନ ମନରେ ଯେତେ କୁତ୍ସା ତୁମେ ରଟ ଛୁଆଁ ସୃଷ୍ଟିକାରୀ ବଡ଼ପଣ୍ଡା ନିଶ୍ଚେ ଧର୍ମ ଜାତି ନେଇ ସଂକୀନ୍ନ ମନରେ ଯେତେ କୁତ୍ସା ତୁମେ ରଟ ଛୁଆଁ ସୃଷ୍ଟିକାରୀ ବଡ଼ପଣ୍ଡା ନି...
ହଁ ନାଇଁର ଲୁଚକାଳି ଖେଳ ବାଳୁତ ପୁଅର କଟାଳ ଅଚାନକ ଶୈଶବରୁ ତାରୁଣ୍ୟର ରୂପାନ୍ତର ହଁ ନାଇଁର ଲୁଚକାଳି ଖେଳ ବାଳୁତ ପୁଅର କଟାଳ ଅଚାନକ ଶୈଶବରୁ ତାରୁଣ୍ୟର ରୂପାନ୍ତର
ଶେଷ ଅଭିନୟ ଶେଷ ଅଭିନୟ
ପରିଣତ ଯେବେ ପଦାଘାତ କଲା ପଛ କଥା ଭୁଲି ଗଲ ପରଦେଶୀ ଭାବି ପରବାସୀ ହେଲ ପରମ ସୁଖ ଲଭିଲ । ପରିଣତ ଯେବେ ପଦାଘାତ କଲା ପଛ କଥା ଭୁଲି ଗଲ ପରଦେଶୀ ଭାବି ପରବାସୀ ହେଲ ପରମ...
ପାଦକୁ କରେ ରୁଧିରେ ଜର୍ଜର ତମେ ବା କେବେ ବୁଝିବ କେମିତି, ତମକୁ ତ ଭଲ ଲାଗେ ଖାଲି ପାଦକୁ କରେ ରୁଧିରେ ଜର୍ଜର ତମେ ବା କେବେ ବୁଝିବ କେମିତି, ତମକୁ ତ ଭଲ ଲାଗେ ଖାଲି
ସ୍ୱପ୍ନମାନେ ଏମିତି ଘନେଇ ଆସନ୍ତି ଆଉ ମୁହଁ ଦେଖାଇ ଚାଲିଯାଆନ୍ତି ଯେବେ ବିଦାୟ ନିଅନ୍ତି ଶେଷ କଥାଟିଏ ବି ... ସ୍ୱପ୍ନମାନେ ଏମିତି ଘନେଇ ଆସନ୍ତି ଆଉ ମୁହଁ ଦେଖାଇ ଚାଲିଯାଆନ୍ତି ଯେବେ ବିଦାୟ ନିଅନ୍ତି ...
ମୋ ହୃଦୟ ମଧ୍ୟରେ ରଖିବି ତୋ ପ୍ରେମ ଠିକଣା ତୁ ବୁଝୁ ନ ବୁଝୁ ମୋ ପ୍ରେମିକ ହୃଦୟର ପ୍ରେମ ପାଉଣା ମୋ ହୃଦୟ ମଧ୍ୟରେ ରଖିବି ତୋ ପ୍ରେମ ଠିକଣା ତୁ ବୁଝୁ ନ ବୁଝୁ ମୋ ପ୍ରେମିକ ହୃଦୟର ପ୍ର...