STORYMIRROR

Mr.GAGAN BIHARI NAYAK

Action Inspirational Thriller

3  

Mr.GAGAN BIHARI NAYAK

Action Inspirational Thriller

ଲଣ୍ଠନ

ଲଣ୍ଠନ

1 min
190


ଲଣ୍ଠନଟି ମୋର ଅତି ଆପଣାର ।

ପାଠ ପଢା ବେଳୁ ସାଥୀ ।

ଭୁଲି ପାରିବିନି ତା' ଆଶିଷ କେବେ, 

ପାଠପଢା ଯେତେ ରାତି ।0।


ସେ'ତ ମୋ ହାତରେ ଜଳେ 

ସଂଧ୍ୟା ବେଳେ ।

ଲିଭେ ରାତି ଗଲେ ପାହି,

ପଢେ ମୋ ପାଠ ତା ଜଳନେ 

ନିତି ।

ଆଜି ଶିଖିତ ତା ପାଇଁ ।୧।


ଅନ୍ଧାର ରାତିରେ ସେଇ ଏକ ଜ୍ଯୋତି ।

କ୍ଷୀଣ ହେଲେ ବି ସେ ଧନ୍ଯ ।

ତା,ରି ସାହାରା ଆଜି ଏ ସମାଜେ,

ପାଇଛି ମୁଁ ଶ୍ରେଷ୍ଠ ସ୍ଥାନ।୨। 


ଗରିବର ବନ୍ଧୁ ଲଣ୍ଠନ ମୋହରି ।

ରାତି ସାଥେ ସେତ ଜଳେ ।

ଗରିବ କାହୁଁବା ବୁଝିବ ସେ କଥା ।

ଫଳ ମିଳେ କର୍ମ ଫଳେ ।୩।


   


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Action