ଲକ୍ଷ୍ୟ
ଲକ୍ଷ୍ୟ
ଏ ପୃଥିବୀଟା ଯେମିତି ଗୋଲାକାର
ସେମିତି ମୋ ଲକ୍ଷ୍ୟଟା
କେଉଁଠି ପହଂଚିବି
ସେଇଠି ନିଶ୍ଚୟ, ଯେଉଁଠି
କହିବ ତମେ, ହତାଶ
ମଣିଷଟା ମୁଁ ଦିଗନ୍ତ ଖୋଜେ
ପହଂଚିବାକୁ ସେଇ ଅନ୍ତିମ
ଲକ୍ଷସ୍ଥଳୀ ଯେଉଁଠି ମୁଁ
ଚାହେଁ ।
ଏ ପୃଥିବୀଟା ଯେମିତି ଗୋଲାକାର
ସେମିତି ମୋ ଲକ୍ଷ୍ୟଟା
କେଉଁଠି ପହଂଚିବି
ସେଇଠି ନିଶ୍ଚୟ, ଯେଉଁଠି
କହିବ ତମେ, ହତାଶ
ମଣିଷଟା ମୁଁ ଦିଗନ୍ତ ଖୋଜେ
ପହଂଚିବାକୁ ସେଇ ଅନ୍ତିମ
ଲକ୍ଷସ୍ଥଳୀ ଯେଉଁଠି ମୁଁ
ଚାହେଁ ।