Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Classics

4  

Suresh chandra Padhy

Classics

ଲଗାଅନା କାହ୍ନା ରଙ୍ଗ

ଲଗାଅନା କାହ୍ନା ରଙ୍ଗ

1 min
7



ଭାରି ଫୁଲେଇ ସେ ରାଧିକା ରାଣୀ

 କଳା କାହ୍ନୁ ପିଚକାରି ଆଉ ମାରନି ।


କେତେ ଆଉ ନିନ୍ଦା ସହିବ ସେ କୁହ

ରାତି ଅଧେ ତୁମେ ଛାଡି ଚାଲି ଯାଅ ।


ଭାବ ସମୁଦ୍ରରେ ତୁମେ ବୁଡ଼ାଇଲ

ତୁମ ସେ ରଙ୍ଗକୁ ଦେହେ ଲଗାଇଲ ।


ଶ୍ରୀ ପୟରେ ଘୁଙ୍ଗୁର ରାଧା ବାନ୍ଧୁନି

ବଇଁଶୀ ବି ରାଧା ପାଇଁ ଆଉ ବାଜୁନି ।


ତୁମେ ଯାହାକୁ ନିଜେ ଲଗାଇବ ରଙ୍ଗ

ଛାଡି ଦେବ ସିଏ ଦୁନିଆର ସଙ୍ଗ ।


ରଙ୍ଗମୟ ଏଇ ବିଶାଳ ସଂସାର

ସବୁଠୁ ସୁନ୍ଦର ତୁମ ରଙ୍ଗା ଅଧର ।


ଲୁଚି ଲୁଚି ଶ୍ୟାମ ଆଉ ଜମା ଦେଖନି

ଅଭିମାନି ରାଧା ଦିଏ ଓଢଣା କୁ ଟାଣି ।



Rate this content
Log in

Similar oriya poem from Classics