STORYMIRROR

Chandrakanta Jena

Romance

4  

Chandrakanta Jena

Romance

ଲାଗ ସୁନେଲୀ ସୁନେଲୀ

ଲାଗ ସୁନେଲୀ ସୁନେଲୀ

1 min
372

ତୁମେତ ବସନ୍ତ ମଳୟ ପରସ

ଶୀତର କଅଁଳ ଖରା

ଲକ୍ଷେ ଫଗୁଣର ତୁମେ ଏକ ରଙ୍ଗ

ମୋ ମନର ବସୁନ୍ଧରା  !


ଛୋଟ ତୀରେ ଛୋଟ ନଉକା ଗୋ ତୁମେ

ସପନର ସ୍ବପ୍ନାବତୀ

ଆଖି ପଲକରେ ବାହି ନେଇ ଯାଏ

ଧିର ପବନରେ ଆସି  !


ତୁମେତ ଆଶାର ଶୁଭ୍ର ତଟିନୀ

ହୃଦୟର ଚୋରାବାଲୀ

କୋଟିଏ ଭିତରେ ଗୋଟେ ତୁମେ ମୁହଁ

ଲାଗେ ସୁନେଲି ସୁନେଲି  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance