STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଲ କ୍ଷ୍ମୀ ପୂଜା

ଲ କ୍ଷ୍ମୀ ପୂଜା

1 min
1.2K


ଆହେ ଲକ୍ଷ୍ମି ପଦ୍ମାଳୟା ଘେନ ମୋ 

ଅର୍ଚ୍ଚନ

ତୁମରି ଭାବ ରେ ମୁହିଁ ହୋଇ ଅଛି ଲୀନ

ଆହେ ଲକ୍ଷ୍ମି ପଦ୍ମାଳୟା ।


ଶ୍ରୀୟା ଚଣ୍ଡାଳୁନି ତୁମକୁ ଡାକିଲା

ତୁମ ଦିବ୍ୟ ରୂପ ନୟନେ ଦେଖିଲା

ଭକତ ର ଭାବ କୁ ବୁଝି ପାରିଥିଲ

ମନ ଜାଣି ତାର ସବୁ କିଛି ଦେଲ ।


ଏତେ ଭାଗ୍ୟ ମୋର କାହିଁ କରିବି ଦର୍ଶନ

ଆହେ ଲକ୍ଷ୍ମୀ ପଦ୍ମାଳୟା ।


ତୁମରି କରୁଣାକୁ ଯିଏ ତ ପାଇଛି

ସବୁ କିଛି ଜୀବନରେ ଲାଭ କରିଛି

ଅନ୍ନ ଦାତ୍ରି ହୋଇ ଦେଉଅଛ

ଅନ୍ନ

ଜଗତ ରେ ସବୁତ କରୁଅଛ ପୂର୍ଣ ।


ତୁମରି ଚରଣେ ମାଗୋ କରୁଥିବି ଧ୍ୟାନ

ଆହେ ଲକ୍ଷ୍ମୀ ପଦ୍ମାଳୟା ।



Rate this content
Log in

Similar oriya poem from Inspirational