Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational

4.3  

Chittaranjan Nanda

Inspirational

କଟେ ଶାନ୍ତିରେ ଧର୍ମରେ ଯାର ମତି

କଟେ ଶାନ୍ତିରେ ଧର୍ମରେ ଯାର ମତି

1 min
250



ସଂସାର ଭିତରେ ଜୀବନଟା ତ 

କ୍ଷଣ ଓ ଭଙ୍ଗୁର

ଖେଳୁଛେ ଘିରିଘିରି ମହୀରେ ମାତ୍ର

କେତେ ଦିନର ।


ପ୍ରକୃତି ମାତା କୋଳରେ ଆମେ ତ 

କରୁଛେ ବିଚରଣ 

ଦୁଃଖ ସୁଖେ ଚାଲିବାକୁ ହୁଏ ସୋପାନ

ପରେ ସୋପାନ ।


ସତ୍ୟପଥ ସର୍ବଦା କଣ୍ଟକିତ, ଧର୍ମରେ 

ଥାଏ ଯାର ମତି

କଟେ ହସ ଆନନ୍ଦରେ ସେ ପାଇ ପାରେ

ଅଶେଷ ଦୁର୍ଗତି ।


ଅଧର୍ମୀ ସଦା ଦୁର୍ନୀତି ଅର୍ଥ ଉପାର୍ଜନେ ବ୍ୟସ୍ତ 

ହୋଇ ରହେ 

ଜନସାଧାରଣ ଆଗେ ଧରମ ପୂଜକର କୃତ୍ରିମ

ରଙ୍ଗ ମାଖିଥାଏ ।


ଅଧର୍ମ ଲାଗଇ ଅମୃତ, ତାହା ଅଟେ କିନ୍ତୁ

କ୍ଷଣସ୍ଥାୟୀ

ସତ୍ୟର ଅମୃତ ରସ ପାନ କରି ନିରୋଗମୟ

ଶିଶୁ ହୁଅଇ ।


ଆଦରେ ଓ ଆଗ୍ରହେ ହାତେ ହାତ 

ରଖି ଚାଲିବା

ଆନନ୍ଦର ସହିତ ଜୀବନ ତରୀକୁ 

ଶାନ୍ତିରେ ବାହିବା ।



Rate this content
Log in

Similar oriya poem from Inspirational