STORYMIRROR

Hitesh Mohapatra

Abstract Tragedy Classics

3  

Hitesh Mohapatra

Abstract Tragedy Classics

କଥା ଟା କିଛି ଭି ନଥିଲା

କଥା ଟା କିଛି ଭି ନଥିଲା

1 min
141

କିଛି କଥା ନଥାଇ

ଏତେ ବଡ କଥା ହେଇଗଲା

ସବୁ କିଛି ଥାଇ

କିଛି ନଥିଲା ଭଳି, ସବୁ ସରିଗଲା ।


କିଏ ଜିତିଲା କିଏ ହାରିଲା

ଏଠି ସବୁ ହାରି ଜାଇ ଜଣେ ଜିତିଲା

ସବୁ ନେଇ ଜାଇ ଭି, ଆର ଜଣ ହାରିଲା ।


ବେଳେ ବେଳେ ଲାଗେ

ଏ ସବୁର କଣ ଦରକାର ଥିଲା

ଏବେ ଜାହା ପରିସ୍ଥିତି ଅଛି

ତାହା, ଏସବୁ ନ ଘଟିକି ଭି

ତାହା ଆଗରୁ ଥିଲା।


ଖାଲି ଯାହା ଆମେ ଦୁହେଁ

ନ ଚିହ୍ନି ଅଲଗା ଥିଲେ

ଏବେ ଚିହ୍ନି କି

ଅଲଗା ରହିବାକୁ ପଡିଲା ।


ସତରେ କଥା ଟା

କିଛି ବୋଲି ନ ଥିଲା

ଆଉ କିଛି ନ ଥିଲା ବୋଲି ହିଁ 

ଆଜି କଥା ଟା ପଦା ରେ ପଡିଲା।


Rate this content
Log in

Similar oriya poem from Abstract