Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KAMALKUMAR DASH

Romance Tragedy Classics

3  

KAMALKUMAR DASH

Romance Tragedy Classics

କଥା ଥିଲା ପରା

କଥା ଥିଲା ପରା

1 min
164



କେତେ ରାତି ଆସି ଚାଲିଗଲା ଏଠି

କଥାଦେଇ ଆସିଲନି

କେତେଫୁଲ ଫୁଟି ଝଡି ଗଲା ଏଠି

ପଛେ ଫେରି ଚାହିଁଲନି--୧


ହସର ସାଥି ମୋ  ଲୁହ ଦେଇଗଲା 

କାହାକୁ କହିବି ଆଜି 

ଜୀବନର ମାନେ ଖୋଜି ମୁଁ ବୁଲୁଛି 

ତୁମ କଥା ଭାବି ଭାବି-୨ 


କେତେ ମୁଁ ଲେଖିବି ଲୁହରେ କବିତା

ତୁମପଥ ଚାହିଁ ଚାହିଁ

କଥା ଥିଲା ପରା ଦୁହେଁ ଦୁହିଁକଂର

ଲୁହପୋଛିଦେବା ପାଇଁ --୩


Rate this content
Log in

Similar oriya poem from Romance