STORYMIRROR

kamal kumar dash

Romance Tragedy Classics

3  

kamal kumar dash

Romance Tragedy Classics

କଥା ଥିଲା ପରା

କଥା ଥିଲା ପରା

1 min
163


କେତେ ରାତି ଆସି ଚାଲିଗଲା ଏଠି

କଥାଦେଇ ଆସିଲନି

କେତେଫୁଲ ଫୁଟି ଝଡି ଗଲା ଏଠି

ପଛେ ଫେରି ଚାହିଁଲନି--୧


ହସର ସାଥି ମୋ  ଲୁହ ଦେଇଗଲା 

କାହାକୁ କହିବି ଆଜି 

ଜୀବନର ମାନେ ଖୋଜି ମୁଁ ବୁଲୁଛି 

ତୁମ କଥା ଭାବି ଭାବି-୨ 


କେତେ ମୁଁ ଲେଖିବି ଲୁହରେ କବିତା

ତୁମପଥ ଚାହିଁ ଚାହିଁ

କଥା ଥିଲା ପରା ଦୁହେଁ ଦୁହିଁକଂର

ଲୁହପୋଛିଦେବା ପାଇଁ --୩


Rate this content
Log in

Similar oriya poem from Romance