STORYMIRROR

Shashanka sekhar Ray

Romance Fantasy

4  

Shashanka sekhar Ray

Romance Fantasy

କଥା ଦିଅ

କଥା ଦିଅ

1 min
329


ଭଲ ପାଉଛ ଯଦି ପାଅ

ମନା ନାହିଁ ତୁମକୁ

କିନ୍ତୁ କଥା ଦିଅ ମୋତେ

ଚାଲିପାରିବ ତ ମୋ ସାଥେ ।

ଜୀବନର ଉଠାଣୀ ରାସ୍ତାରେ

ସମୟର ଚକା ଭଉଁରୀରେ 

ଝଡ ଯଦି କେବେ ଆସେ

ମଥାପାତି ନେବା ବିନା ସଂକୋଚରେ ।

ଫଗୁଣ ଯଦି ଡାକେ

ଲୁଚିଯିବା ତାର ବର୍ଣ୍ଣଳ ଛାତିରେ

ଚାହିଁବସିଥିବା ପରସ୍ପର ଦୁହେଁ ଦୁହିଁଙ୍କୁ

ଯୁଗର ଆରମ୍ଭରୁ ଶେଷ ଯାଏଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance