Shashanka sekhar Ray
Action
ମୁଁ ଏକ ଜୋକର
ନିଜେ ହସୁଥାଏ
ହସାଉଥାଏ ଅନ୍ୟମାନଙ୍କୁ
ପରକୁ ଆପଣାର କରି ।
ହସାଇବା ତ୍ କାମ ମୋର
ନିଜେ ପଛେ ଜାଳୁଥାଏ ଭିତରେ
ବାହାରେ ମୋର ନୂଆ ରୂପ
ଦେଖି ଆନନ୍ଦିତ ପ୍ରାଣ ସବୁରି ।
ଓଡିଆ ପୁଅ ମୁଁ
ହସ
ଜୋକର
ଶେଷଇଚ୍ଛା
ଶପଥ
ସର୍ବଶକ୍ତିମାନ
ଏକତା
ଦ୍ଵିତୀୟ ଈଶ୍ଵର
ସନ୍ତୁଳନ
ବିଜ୍ଞାନର ଗତି
ଜନ୍ମଦିନେ ତାଙ୍କ ଇତିହାସ ହୁଏ ସୁରକ୍ଷିତ ଜନଜନେ, ଜନତାଙ୍କ ପାଇଁ ଦିନରାତି କାର୍ଯ୍ୟ ବିଶ୍ରାମ ଜନ୍ମଦିନେ ତାଙ୍କ ଇତିହାସ ହୁଏ ସୁରକ୍ଷିତ ଜନଜନେ, ଜନତାଙ୍କ ପାଇଁ ଦିନରାତି କାର...
ମାଆ ମାଆ
ମିଳନ ପଥ ମିଳନ ପଥ
ଭାବିଲି ପଚାରିବି ଭାବିଲି ପଚାରିବି
ମନେ ଗର୍ବ ହୁଏ ଅତି ମନେ ଗର୍ବ ହୁଏ ଅତି
ସିଏ କଣ ଉତ୍ତର ଫେରେଇ ପାରିଲା ଯେ, ତା ଡର ତାକୁ ଏଠିକି ଅଡେଇ ଆଣିଛି ବୋଲି । ବନ୍ଧୁଆମୁଣ୍ଡା କୋଦାଳରେ ସିଏ କଣ ଉତ୍ତର ଫେରେଇ ପାରିଲା ଯେ, ତା ଡର ତାକୁ ଏଠିକି ଅଡେଇ ଆଣିଛି ବୋଲି । ବନ୍ଧୁଆମୁ...
ଯାହା କହୁଛନ୍ତି ପୂର୍ଣ୍ଣ କରୁଛନ୍ତି ମିଥ୍ୟା ନାହିଁ ମାତ୍ର ତିଳେ, ଈଶ୍ବରୀୟ ଶକ୍ତି ଆବିର୍ଭାବ ଅବ ଯାହା କହୁଛନ୍ତି ପୂର୍ଣ୍ଣ କରୁଛନ୍ତି ମିଥ୍ୟା ନାହିଁ ମାତ୍ର ତିଳେ, ଈଶ୍ବରୀୟ ଶକ...
ମୋ ଭାଷା ମୋ ପାଇଁ ସର୍ବୋପରି ମୋ ଭାଷା ମୋ ପାଇଁ ସର୍ବୋପରି
କଥାପଦେ ମୋର ମୁଖରୁ ଆସିଲେ ବେକାରେ ବକୁଛି ବୁଢ଼ା, କୁଟା ଖଣ୍ଡକୁ ତ ଦିଖଣ୍ଡ କରୁନି କଥାପଦେ ମୋର ମୁଖରୁ ଆସିଲେ ବେକାରେ ବକୁଛି ବୁଢ଼ା, କୁଟା ଖଣ୍ଡକୁ ତ ଦିଖଣ୍ଡ କରୁନି
ଜବାବ ଦିଅ ଭଗବାନ ଜବାବ ଦିଅ ଭଗବାନ
ପ୍ରାପ୍ୟ ମୋର ଦିଅ ପ୍ରାପ୍ୟ ମୋର ଦିଅ
ବୋକାନୁହେଁ ଆଉ ଏ ଦେଶ ଜନତା ଖୋଲିଛି ତା ଦରବାର ଜୀବନେ ତୁମର ମୋହ ଅଛି ଯେବେ ଲୁଣ୍ଠନ ବନ୍ଦକର I ବୋକାନୁହେଁ ଆଉ ଏ ଦେଶ ଜନତା ଖୋଲିଛି ତା ଦରବାର ଜୀବନେ ତୁମର ମୋହ ଅଛି ଯେବେ ଲୁଣ୍ଠନ ...
ଆମସହ ଆଉ ଖେଳନି ଆମସହ ଆଉ ଖେଳନି
କିଛି ଅନୁଭୂତି କିଛି ପ୍ରତିଶ୍ରୁତି କିଛି ଛଳନା କିଛି ପ୍ରତାରଣା କିଛି ଅନୁଭୂତି କିଛି ପ୍ରତିଶ୍ରୁତି କିଛି ଛଳନା କିଛି ପ୍ରତାରଣା
ଆକାଶର ମେଘ ପରି ଅକସ୍ମାତ ମାଡି ଆସି ମନ ଆକାଶକୁ କରେ ଆଚ୍ଛାଦିତ କେତେବେଳେ ବର୍ଷି ଯାଏ ଝଡ଼ ବାତ୍ୟା ହୋଇ ଆକାଶର ମେଘ ପରି ଅକସ୍ମାତ ମାଡି ଆସି ମନ ଆକାଶକୁ କରେ ଆଚ୍ଛାଦିତ କେତେବେଳେ ବର୍ଷି ଯାଏ ଝ...
ମୋ ଭଉଣୀ ସ୍ବର୍ଗର ରାଣୀ ମୋ ଭଉଣୀ ସ୍ବର୍ଗର ରାଣୀ
ମାଆର ମହନୀୟ ମମତାଠାରୁ ପ୍ରେୟସୀ ପ୍ରିୟାର ଇସାରା ସବୁଠି ଏ ପ୍ରୀତି ମଧୁଝରା, ମାଆର ମହନୀୟ ମମତାଠାରୁ ପ୍ରେୟସୀ ପ୍ରିୟାର ଇସାରା ସବୁଠି ଏ ପ୍ରୀତି ମଧୁଝରା,
ସଭିଙ୍କୁ ଯାହା ଅତି ମୂଲ୍ୟବାନ ଜୀବନେ ଯାହା ଅମୂଲ୍ୟ ଧନ । ସଭିଙ୍କୁ ଯାହା ଅତି ମୂଲ୍ୟବାନ ଜୀବନେ ଯାହା ଅମୂଲ୍ୟ ଧନ ।
ପୃଥିବୀ କହେ ପୃଥିବୀ କହେ
ଆଜିର ଦିନ କାଲିକୁ ନ ଥିବ ଆଜିର ଦିନ କାଲିକୁ ନ ଥିବ