Shashanka sekhar Ray
Inspirational
ଶାମୁକାର ମୁକ୍ତା ପରି
ଭାରି ଢଳ ଢଳ ସେ
ପହିଲି ଆଷାଢର
ଭିଜା ମାଟିର ବାସ୍ନା ସେ
ପବନେ ଖିଲିଖିଲି ଖେଳୁଥିବା
ବିବିଧ ରଙ୍ଗର ଫୁଲ ସେ ।
ହସ ଟିକେ ଝରିଗଲେ
ପଥର ତରଳିଯାଏ
ଶତ୍ରୁ ବି ନିଜର ହୁଏ
ପର ଆପଣା ଲାଗେ
କି ଯାଦୁ ଭରିଥାଏ ସେଥିରେ ।
ଓଡିଆ ପୁଅ ମୁଁ
ହସ
ଜୋକର
ଶେଷଇଚ୍ଛା
ଶପଥ
ସର୍ବଶକ୍ତିମାନ
ଏକତା
ଦ୍ଵିତୀୟ ଈଶ୍ଵର
ସନ୍ତୁଳନ
ବିଜ୍ଞାନର ଗତି
ଆସୁଛନ୍ତି ମହାକାଳି ଆସୁଛନ୍ତି ମହାକାଳି
ପିନ୍ଧାଇ ସିନ୍ଦୂର ମୁଣ୍ଡେ ସୁନ୍ଦର ମାଆ କାଳୀ ଘଣ୍ଟ ଘଣ୍ଟା ଧ୍ୱନି ପ୍ରତିଧ୍ଵନିରେ ମେଳି ଚାଲ ଯିବା ସର୍ବେ କାଉଁର... ପିନ୍ଧାଇ ସିନ୍ଦୂର ମୁଣ୍ଡେ ସୁନ୍ଦର ମାଆ କାଳୀ ଘଣ୍ଟ ଘଣ୍ଟା ଧ୍ୱନି ପ୍ରତିଧ୍ଵନିରେ ମେଳି ...
କିଛି ଲୋଡା ନାହିଁ ତୋର ନିର୍ମଳ ହୃଦୟ ବୁଲି ବୁଲି ଖୋଜୁ ଥାଉ ପାଗଳ ପରାୟ କିଛି ଲୋଡା ନାହିଁ ତୋର ନିର୍ମଳ ହୃଦୟ ବୁଲି ବୁଲି ଖୋଜୁ ଥାଉ ପାଗଳ ପରାୟ
ସମର୍ପିତା ସୌଭାଗିନି ସମର୍ପିତା ସୌଭାଗିନି
କବିତା ଅମୃତ ବର୍ଷଣ କରିଣ ଢାଳିଦେଲ ଦେଶପ୍ରେମ । ପ୍ରକୃତି ମାତାର ଯୋଗ୍ୟତମ ସୁତ କବିତା ଅମୃତ ବର୍ଷଣ କରିଣ ଢାଳିଦେଲ ଦେଶପ୍ରେମ । ପ୍ରକୃତି ମାତାର ଯୋଗ୍ୟତମ ସୁତ
ମାଲୋ ତୁହି ମୁକ୍ତି ଦାୟୀ ଦୁର୍ଗା ନାମ ଧ୍ୟାୟି ମୁଁ ଜପ କରଇ ପୁଣି..... ମାଲୋ ତୁହି ମୁକ୍ତି ଦାୟୀ ଦୁର୍ଗା ନାମ ଧ୍ୟାୟି ମୁଁ ଜପ କରଇ ପୁଣି.....
ଏତିକି ପ୍ରାର୍ଥନା ମୋହର ଦିଅ ତୁ ଆଶିଷ ପୟରେ ପ୍ରଣତି ତୋହର ଏତିକି ପ୍ରାର୍ଥନା ମୋହର ଦିଅ ତୁ ଆଶିଷ ପୟରେ ପ୍ରଣତି ତୋହର
ବୃଷଭ ବାହନ ଅବା ଗଜାନନ ପୃଷ୍ଠେ ମାତା ଅବତରି ଶୋହେ ତବ କର ଡମ୍ବରୁ ତ୍ରିଶୂଳ ବୃଷଭ ବାହନ ଅବା ଗଜାନନ ପୃଷ୍ଠେ ମାତା ଅବତରି ଶୋହେ ତବ କର ଡମ୍ବରୁ ତ୍ରିଶ...
ମଣିବୁ ଆଜିଠୁ ଶ୍ୱଶୁରଙ୍କୁ ପିତା ଶାଶୁଙ୍କୁ ନିଜର ମାତା କଲେ ସୁକର୍ତ୍ତବ୍ୟ ଦୁହିତା ହୁଅଇ ଦୁଇ କୁଳ ପ ମଣିବୁ ଆଜିଠୁ ଶ୍ୱଶୁରଙ୍କୁ ପିତା ଶାଶୁଙ୍କୁ ନିଜର ମାତା କଲେ ସୁକର୍ତ୍ତବ୍ୟ ଦୁହିତା ହୁଅଇ...
ଭଣଜାଭାଣଜୀ ତୋ ହୃଦ ଚନ୍ଦନ ନୟନ ପିତୁଳା ପରି । ସ୍ନେହ ମମତାରେ ବାନ୍ଧି ରଖିଥିବୁ ସଦା କୋଳାଗ୍ରତ କରି ଭଣଜାଭାଣଜୀ ତୋ ହୃଦ ଚନ୍ଦନ ନୟନ ପିତୁଳା ପରି । ସ୍ନେହ ମମତାରେ ବାନ୍ଧି ରଖିଥିବୁ ସଦା...
ଯୁଗେ ଯୁଗେ ଦ୍ରୌପଦୀ ଯୁଗେ ଯୁଗେ ଦ୍ରୌପଦୀ
ଗତ କଲ୍ୟାଣେ ଅବଦାନ ତାଙ୍କ ହେବନାହିଁ ଜମା ଶେଷ ।। ଗତ କଲ୍ୟାଣେ ଅବଦାନ ତାଙ୍କ ହେବନାହିଁ ଜମା ଶେଷ ।।
ସାରା ବସୁଧାକୁ ନିଜ କୁଟୁମ୍ବ ବିଚାରି। ସର୍ବେ ସନ୍ତୁ ସୁଖୀ ଭାବ ରହୁଟି ତୁମରି।। ସାରା ବସୁଧାକୁ ନିଜ କୁଟୁମ୍ବ ବିଚାରି। ସର୍ବେ ସନ୍ତୁ ସୁଖୀ ଭାବ ରହୁଟି ତୁମରି।।
ଆସ ଆସ ମାଆ ବିରାଜି ସଦନେ ସନ୍ତୋଷେ ଅଭୟ ଦିଅ ଆସ ଆସ ମାଆ ବିରାଜି ସଦନେ ସନ୍ତୋଷେ ଅଭୟ ଦିଅ
ଆକାଶ ଦର୍ପଣର ଜହ୍ନ ତାରା ଗହଳେ ରହିବାକୁ ଇଛା ତୁମର ବଳେ । ଆକାଶ ଦର୍ପଣର ଜହ୍ନ ତାରା ଗହଳେ ରହିବାକୁ ଇଛା ତୁମର ବଳେ ।
ମାନବିକତା ମାନବିକତା
ନାରୀ ତୁମେ ନାରାୟଣୀ ନାରୀ ତୁମେ ନାରାୟଣୀ
ପରମେଶ୍ବରଙ୍କ ପାଦେ ପରମେଶ୍ବରଙ୍କ ପାଦେ
ଶୀତ ସକାଳର ସ୍ମୃତିଚାରଣ ଶୀତ ସକାଳର ସ୍ମୃତିଚାରଣ
" (କଥା ହେଲେ) ସମୁଦୁଣୀ ଆହା କି ହୁସିଆର ହାର ମାନିଯିବେ ବଡ ଡାକ୍ତର ମିଠା ଖାଇ ହେବ ଡାଇବେଟିସି ଚୁଡା, ମୁଢି, ଖଇ ଆଣିଛ... " (କଥା ହେଲେ) ସମୁଦୁଣୀ ଆହା କି ହୁସିଆର ହାର ମାନିଯିବେ ବଡ ଡାକ୍ତର ମିଠା ଖାଇ ହେବ ଡାଇବେଟିସି...