Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Shashanka sekhar Ray

Inspirational


4.3  

Shashanka sekhar Ray

Inspirational


ହସ

ହସ

1 min 12.1K 1 min 12.1K


ଶାମୁକାର ମୁକ୍ତା ପରି 

ଭାରି ଢଳ ଢଳ ସେ

ପହିଲି ଆଷାଢର 

ଭିଜା ମାଟିର ବାସ୍ନା ସେ

ପବନେ ଖିଲିଖିଲି ଖେଳୁଥିବା 

ବିବିଧ ରଙ୍ଗର ଫୁଲ ସେ ।


ହସ ଟିକେ ଝରିଗଲେ 

ପଥର ତରଳିଯାଏ 

ଶତ୍ରୁ ବି ନିଜର ହୁଏ

ପର ଆପଣା ଲାଗେ

କି ଯାଦୁ ଭରିଥାଏ ସେଥିରେ ।




Rate this content
Log in

More oriya poem from Shashanka sekhar Ray

Similar oriya poem from Inspirational