STORYMIRROR

Sanjya Tripathy

Classics

4  

Sanjya Tripathy

Classics

କ୍ଷୁଧା

କ୍ଷୁଧା

1 min
199


ଭୋକର ସହର ଏଇ ଭୋକର ସହର

ସର୍ବତ୍ର ଭୋକିଲା ଲୋକଙ୍କ କରୁଣ ଚିତ୍କାର

ଶ୍ରେଣୀ ସଂଘର୍ଷରେ ସଂତ୍ରସ୍ତ ଏକ

ବୈଷମ୍ୟଭରା ମାନସିକତାର ସମାହାର

ତଥାପି, ନିର୍ବଶ୍ୟକ, ତଥାପି ଅବିନଶ୍ୱର

ଅନାହାର ମୃତ୍ୟୁ ଯହିଁ ଦିବା ସତ୍ୟ

ଆଦିମ ପାଶବିକ କ୍ଷୁଧାର ପ୍ରାବଲ୍ୟ

ସମ୍ବେଦନଶୀଳତା ଯହିଁ ଦିବା ସ୍ଵପ୍ନ ।

ତଥାପି ନୀରବ ଚଳନ୍ତି ଠାକୁର ।

ଅର୍ବଭୂକୁ ଆତ୍ମାମାନଙ୍କ ଅପହଂଚ ଆବଶ୍ୟକତା

ସପ୍ତଭୁକ୍ ସଂସ୍କୃତିର ସୁପରିକଳ୍ପିତ ସମାଜର

ତଥାପି ଅବିଚଳିତ, ତଥାପି ଇଶ୍ଵର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics