STORYMIRROR

Rajalaxmi Tripathy

Abstract Others Inspirational

2  

Rajalaxmi Tripathy

Abstract Others Inspirational

କଷ୍ଟହୁଏ

କଷ୍ଟହୁଏ

1 min
13.1K


କଷ୍ଟ ହୁଏ ଯଦି

ସ୍ବୀକୃତି ଅପେକ୍ଷାରେ ଥିବା

ସମ୍ପର୍କଟି ଅହଂକାର ବନ୍ଧନରେ ହରାଇଦିଏ ତାର ସତ୍ତା।

ମନ ନିର୍ଜନତା ସହ

ବାରମ୍ବାର ମୋହଗ୍ରସ୍ଥ

ପୁଣି ମୋହଶୂନ୍ୟ ହେବାର ପ୍ରୟାସ।

ଜୀବନ ବଂଶୀର ସ୍ବର

ଯେତେ ବେସୁରା ହେଲେ ବି 

ଶୁଣିବାକୁ ବାଧ୍ୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract