STORYMIRROR

Hitesh Mohapatra

Abstract Romance Tragedy

3  

Hitesh Mohapatra

Abstract Romance Tragedy

କ୍ଷମା

କ୍ଷମା

1 min
112

ଭୁଲ ପାଇଁ କ୍ଷମା ଥାଏ

ଚକରାନ୍ତ ପାଇଁ ନୁହଁ 

“ପ୍ରେମ” ର ଚଳଚ୍ଚିତ୍ରରେ

ତୁମର ସେ ଅଭିନୟ

କିଣି ନେଇଥିଲ ମୋ ମନ

ମୁଁ, ଭି ପାଗଳ

ସତ ଭାବି ତାକୁ

ଗାଢ଼ି ଚାଲିଥିଲି ସପନରେ ସୋପାନ

ଭବି ନେଇଥିଲି

ତୁମକୁ ହିଁ ଆଦ୍ୟ ଓ ଅନ୍ତ ।


ଦେଖିଲା ମାତ୍ରେ ତୁମକୁ

ମୋ ଚଳଚଞ୍ଛଳ ମନ

ହୋଇଯାଉଥିଲ ଶାନ୍ତ

ମାତ୍ର , ଏବେ ତମ ନା ଶୁଣିବା ମତ୍ରେ

ମୋ ମନ ହୋଇଜାଏ ବିଷାକ୍ତ

ପ୍ରେମ ଲାଗେ ଏକ ନାଟକ

କ୍ଷମା ପାଲାଟି ଜାଉଛି ଅଭିଷାପ ।



Rate this content
Log in

Similar oriya poem from Abstract