Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Classics Inspirational

3  

Satyanarayan Sahoo

Romance Classics Inspirational

କୃଷ୍ଣଚୁଡ଼ା ଫୁଲ

କୃଷ୍ଣଚୁଡ଼ା ଫୁଲ

1 min
116


ଗ୍ରୀଷ୍ମ ପ୍ରବାହ ରେ ଉତ୍ତପ୍ତ ଧରା ରେ

କୃଷ୍ଣ ଚୁଡ଼ା ଫୁଲ ଫୁଟେ ମନୋହରେ ।

ଗ୍ରୀଷ୍ମ କାଳେ ଫୁଟେ ଯେତେକ କୁସୁମ

କୃଷ୍ଣ ଚୁଡ଼ା ତନ୍ମଧ୍ୟରୁ ଅନ୍ୟ ତମ ।

ସୁମଧୁର ଗନ୍ଧ କରି ବିଛୁରଣ

ତୋଷ କରେ ଏହି ପ୍ରତି କ୍ଷଣେ ମନ ।

ଲୋହିତ ରକ୍ତlଭ ଆଭା ବିଭାସ ରେ

ଶୋଭା ପାଉ ଥାଏ ଦୂରେ ବୃକ୍ଷ ପରେ ।

ସୁନେଲୀ କାନ୍ତି ରେ ଜନ ମନ ହରେ

ପ୍ରତି ପ୍ରାଣେ ପୁଣ୍ୟ ପୁଲକ ସଞ୍ଚlରେ ।

ଆହା କି ଲଳିତ ସୁକୁମଳ ତର

ଶୋଭା ପାଉ ଥାଏ ବୃକ୍ଷେ ମନୋହର ।

ଝାଞ୍ଜି ର ଧାସ କୁ ଉପଶମ କରେ

ମହାକାଏ ଦଶ ଦିଗ ସୌ ଗନ୍ଧ ରେ ।


Rate this content
Log in

Similar oriya poem from Romance