STORYMIRROR

Sudipta Behera

Abstract

1  

Sudipta Behera

Abstract

କରୋନା

କରୋନା

1 min
42

ଆସିଛି କରୋନା

ମନେ ଭରେ ଛାନିଆ

ଛୁଇଁ ଦେଲେ ହୋଇ ଯାଏ

ତୁମ୍ଭେ କି ଜାଣନା l


ବାହାର କୁ ଯାଅନା

ବିଶୃଙ୍ଖଳିତ ହୁଅ ନା

ସରକାର କଥା ମାନି

ଘରେ ଟିକେ ରୁହ ନା l


ଜୀବନ ଟା ମୂଲ୍ୟବାନ

ପରିବାର ନିଜ ଧନ

ସୁରକ୍ଷିତ ରଖ ତାଙ୍କୁ

ଆନ ମନା ହୁଅ ନା l



Rate this content
Log in

Similar oriya poem from Abstract