Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akankshyamayee Dash

Horror Classics

3  

Akankshyamayee Dash

Horror Classics

କରୋନା

କରୋନା

1 min
203


କରୋନା କହୁଛି କଣ ମାରିବୁ

ମୁଁ ମାରି ଦେବୀ ତୋତେ ।


କେତେ ବୁଦ୍ଧି ତୋର ପରୀକ୍ଷା କରିବି

ବାହାଦୂରୀ ମାରୁ ମୋତେ ।


ମଣିଷ ଜନ୍ମ ତୁ ପାଇଗଲୁ ବଳି 

ଇନ୍ଦ୍ର ଚନ୍ଦ୍ର ମାନୁ ନାହିଁ ।


ତୋର ଗର୍ବ ଆଜି ତୋତେ ଖାଉଅଛି

ପସ୍ତାଉଛୁ କାହିଁ ପାଇ ।


ପ୍ରଭୁ ଭଗବାନ ସୃଷ୍ଟି କରିଥିଲେ

ମଣିଷ ସାଙ୍ଗରେ ପଶୁ ।


ପଶୁ ପକ୍ଷୀ ଙ୍କ ବୁଦ୍ଧି ନାହିଁ ବୋଲି

ଅ ଔ ଉୟ ପରି ହସୁ ।


Rate this content
Log in

Similar oriya poem from Horror