STORYMIRROR

Ajayakumar Mohanty

Abstract Inspirational

2  

Ajayakumar Mohanty

Abstract Inspirational

କରୋନା ଯୁଦ୍ଧ

କରୋନା ଯୁଦ୍ଧ

1 min
3.0K

ମୁକ୍ତିର ଆନନ୍ଦ ସେତେବେଳେ ଲୋଡ଼ା 

ଯେବେ ବାଜିବ ବିଜୟ ଦୁନ୍ଦୁଭି 

ଅଧୁନା ଲୋଡ଼ାନାହିଁ ମୁକ୍ତି 

ବନ୍ଦୀ ଜୀବନ ହିଁ ଶ୍ରେୟ 

ପ୍ରତୀକ୍ଷା କର ଯୋଦ୍ଧା ନୂତନ ପ୍ରଭାତକୁ 

ଯୁଦ୍ଧର ରଣନୀତିରେ ରଖ ବିଶ୍ୱାସ 

ଗୃହବନ୍ଦୀ ଯୋଜନାରେ ହୁଅ ସାମିଲ 

ସଙ୍ଗରୋଧ ନିୟମକୁ କଡାକଡି କର 

ବାରମ୍ବାର କରି ହସ୍ତ ପ୍ରକ୍ଷାଳନ 

ମାସ୍କ କର ବ୍ୟବହାର 

ଅବଶ୍ୟ ଜିତିବ ଯୋଦ୍ଧା

ଆଶଙ୍କା ମନରୁ କର ପରିହାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract