STORYMIRROR

Banishree Upadhyaya

Drama

3  

Banishree Upadhyaya

Drama

କରୋନା ପାଇଁ ସତର୍କ ତା

କରୋନା ପାଇଁ ସତର୍କ ତା

1 min
11.7K


ଆମ ଦେଶକୁ ପଶି ଆସିଛି 

ସତେ ଯେପରି ସନ୍ତ୍ରାସବାଦୀ 

ସ୍କୁଲ ଛୁୁଟି କଲେଜ ଛୁଟି 

ଲକ ଡାଉନ ତା ସହ ସଟର ଡାଉନ 

ରାସ୍ତା ଘାଟ ଶୂନଶାନ 

ପୋଲିସ ମାନଙ୍କ ର ନିର୍ଦ୍ଦେଶ

ଲୋକ ମାନଙ୍କୁ ସଚେତନ ପାଇଁ 

ନ ମାନିଲେ ମାଡପିଟ 

ଯିଏ ବି ବାହାରୁଛନ୍ତି ମାସ୍କ ପିନ୍ଧି 

ବାହାର ଲୋକ ଙ୍କ ସଙ୍ଗେ ମିଳାମିସା 

କରିବା ପାଇଁ ଦାଗିଦ

ସାମାଜିକ ଦୂରତା ଉପରେ ବିଶେଷ ନଜର 

ସକାଳ ସଫା ହେଉଛି ରାସ୍ତା ଘାଟ 

ସତେ କି ଯେପରି ଲାଗିଛି ସେଇ 

କରୋନା ଭାଇରସ 

ସମସ୍ତେ ତାଲା ବନ୍ଦ କର ଘରେେ ରୁହ 

ବାର ବାର ସାବୁନ ବା ସାନିଟାଇଜର 

ହାତ ସଫା କର 

ଆସୁଛି କରୋନା ମେଲେରିୟା କାୟା

ପ୍ରାଣ ନେଇଯିବ ସାବଧାନ

ଯିଏ ଯେଉଁ ଠି ଅଛ ସେଇଠି ରୁୁୁହ

କର ମରଦନ ବଦଳ କର ନମସ୍କାର 

ଛୁଅଁ ନାହିଁ କି ଧର ନାହିଁ 

ଦେଶର ନିୟମକୁ କଡାକଡି ମାନ 

ଦେଶର ବିଜୟ ହେବ

କରୋନା ର ପତନ ହେବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama