STORYMIRROR

Ranjan kumar Mohanty

Inspirational Others

3  

Ranjan kumar Mohanty

Inspirational Others

କରୋନା କଥା

କରୋନା କଥା

1 min
223

Dear Diary

କରୋନା ଭୟରେ ଥରୁଛି ମହୀ

ବାହାରକୁ ଯାଇ ହେଉନି ଭାଇ

ଅନ୍ୟ ବାଟ କିଛି ନାହିଁ

ସଚେତନତାର ଏ ଯେ ଲଢେଇ..


ସ୍କୁଲ କଲେଜରେ ପଡିଲା ତାଲା

ଘରେ ରହି ଦୁଷ୍ଟ ହୁଅନ୍ତି ପିଲା

ଇଏ କି ରୀତି ହୋଇଲା

ବିନା ପରୀକ୍ଷାରେ ପାସ ହେଲା...


ରାସନ ଜିନିଷ ସଜାଡି ରଖ

ନ ଯାଅରେ ଭାଇ କାହାରି ପାଖ

ଘରେ ରହିବା ଶିଖ

ମାସ୍କରେ ଘୋଡେଇ ରଖ ହେ ମୁଖ...


Rate this content
Log in

Similar oriya poem from Inspirational