STORYMIRROR

Prasanna Kumar Madala

Tragedy Others

3  

Prasanna Kumar Madala

Tragedy Others

କରୋନା ଭୟ

କରୋନା ଭୟ

1 min
11.7K

କରୋନାର କୋପ ହେବନାହିଁ ଲୋପ

ଆହୁରି କି ଷଡ଼ମାସ,

ରହିଲେ ଅଚଳ    ଯିବ ସେ ଚଞ୍ଚଳ

କରନାହିଁ ଯାଅଆସ l


ପାଶବ ବୃତ୍ତିରେ ଜ୍ୱଳନ୍ତ ହୁତିରେ

ସଭ୍ୟତା ଦିଅଇ ଝାସ,

କଲୁ ଯାହା ଭ୍ରମେ  ଦେଇଅଛି କ୍ରମେ

ଚିନ୍ତନେ ଏ' ଅବକାଶ l


ହେଲେ ହେଉ ଉପବାସ

ପାପୀ ଏ' ପ୍ରତାପୀ   ସଭିଙ୍କୁ ସନ୍ତାପି

କରିଦେବ ସର୍ବନାଶ ।



Rate this content
Log in

Similar oriya poem from Tragedy