STORYMIRROR

Bedanta Bagarty

Classics

4  

Bedanta Bagarty

Classics

କରମ୍ ଲେଖା କିଏ କଟ୍ବା

କରମ୍ ଲେଖା କିଏ କଟ୍ବା

1 min
425

     

କରମ୍ ଲେଖା କାଟ୍ ବା ଆର୍ କେ

ଜଦି କାଟ୍ ବା ନିଜର ମନ୍ ଏକା ସେ,

ହଁ.. ଜଦି କାଟ୍ ବା ନିଜର୍ ମନ୍ ଏକାସେ...!!୧


ତର୍ ଲାଗି ପଦେ ମର୍ ଲାଗି ପଦେ

ମାଁ ବୁଆର୍ ଠାନ୍ ଶିକ୍ ରେ ବାବୁ ହେଦେ,

ହଁ ..ମାଁ ବୁଆର୍ ଠାନୁ ସିକ୍ ହେଦେ ....!!୨


ମାଁ କହେସି ବୁଆ କେହେସି ପାଠ୍ ପଢାତି ଧ୍ୟାନ୍ ଦେ

ଦେଖୁନ୍ ଦେଖୁନ୍ ଦିନ ସରିଯିବା ସେଦିନ୍ ଯେ ବାଧେ,

ହଁ...ସେ ଦିନ୍ ଯେ ବାଧେ....!!୩


କରମ୍ ଲେଖା କାଟ୍ ବା ଆର୍ କେ


 କାହାକେ ଲାଗେ ପୁରା କାହାକେ ଲାଗେ ଅଧେ

ଦାଦନ୍ ଖଟିଗଲେ ଯାନ୍ ବୁ ସେଦିନ୍ ଯେ ବାଧେ,

ହଁ ...ସେଦିନ୍ ଯେ ବାଧେ....!!୪


ଦିନ୍ ଥାଉ ଥାଉ ନାଇଁ ହ ହିନ୍ ଜୀବନ କେ ସଯେଦେ

ବେଲ୍ କହେସି କାଳ୍ କହେସି ତର୍ ଅଧେ କେ ମର୍ ଅଧେ,


ହଁ ...ତର୍ ଅଧେ କେ ମର୍ ଅଧେ...!!୫



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics