STORYMIRROR

Hrushikesh Satpathy

Abstract Others

2  

Hrushikesh Satpathy

Abstract Others

କପଟୀ ସଂସାର

କପଟୀ ସଂସାର

1 min
2.6K


ଦିନ ଥିଲା ମୋର ଛୋଟ ଅଗଣାରେ

ମିଠା ମହୁ ଝରୁଥିଲା।

ଆଜି ସେ ଅଗଣା ତୁୁୁମରି ଆଖିରେ

ସପ୍ତଫେଣୀ ହୋଇଗଲା।

ନିଜର ନିିଜର ଲାଗୁଥିଲା ସବୁ

ଏବେ ଲାଗେ ସାତ ପର।

ଧନ୍ୟ ରେ ବିିିଧାତା କିପାଇଁ ସୃଜିଲୁ

ଏତେ କପଟୀ ସଂସାର !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract