STORYMIRROR

DR. Sushree sangita Swain

Abstract Tragedy

2  

DR. Sushree sangita Swain

Abstract Tragedy

କୋରୋନା ମୃତ୍ୟୁ

କୋରୋନା ମୃତ୍ୟୁ

1 min
6.3K



ମୃତ୍ୟ ର ଆଲିଙ୍ଗନ ଅନୁଭବ କଲା ବେଳେ

କଣ ସବୁ ମନେ ପଡେ??

ଘର ଦ୍ୱାର, ପ୍ରିୟ ପରିଜନ

ଅତୀତ ରେ ପ୍ରକୃତି ସହ ଖେଳିବାର ଆସ୍ପର୍ଦ୍ଧା

କୋରୋନା ଗ୍ରାସୁଛି ଆଜି କାୟା ବିସ୍ତାରି

କୁଆଡେ ଗଲା ମଣିଷ ର ବିଜ୍ଞାନ, ଚିକିତ୍ସାଶାସ୍ତ୍ର ଜ୍ଞାନ

ଦ୍ୱିତୀୟ ଈଶ୍ୱର ପାଲଟିବାର ମହା ଅଭିଯାନ???

ଅସମର୍ଥ ଅସହାୟ ପରି ଚାହିଁ ରହିଥିବେ ସମସ୍ତେ

ପ୍ରକୃତି ର ପ୍ରତିଶୋଧ ର ନର ସଂହାର ଲୀଳା

ଉଦ୍ଧାରି ବା ପାଇଁ ଏ ଘୋର ସଂକଟ ରୁ

କଣ ଭାବୁଛ ଆସିବେ କି ସତେ କଳ୍କୀ ଅବତାର???


Rate this content
Log in

Similar oriya poem from Abstract