STORYMIRROR

Ayushman Tripathy

Comedy Classics Inspirational

3  

Ayushman Tripathy

Comedy Classics Inspirational

କୋରୋନା କଲା କାଲ୍

କୋରୋନା କଲା କାଲ୍

1 min
298

ଜେଷ୍ଠ ମାସର ପବନ୍

ଆରୁ ଉଦ୍ଉଦିଆ ଗରମ୍,

କୋରୋନା ଆସିଗଲା

ବନ୍ଦ ହେଲା ସବୁ କରମ୍।


ପୃଥିବୀ କେ କାବୁ କଲା

ଆମେରିକା ହାରଲା,

ଚୀନ୍ ଘରୁ ବାହାରି କରି

ବ୍ରହ୍ମାଣ୍ଡ କେ ନାଶଲା।


ଦେବସ୍ଥଳୀ ଭାରତ ଆଜି 

କୋରୋନା କବଜା ରେ,

ଜଗନ୍ନାଥ ଧାମ୍ ଆଜି୍

ଲଢୁଛେ ଯୁଦ୍ଧ ରେ।


ବଢୂଛେ ପଛେ ରୋଗ୍

ବାକି କମ୍ବାର୍ ନାଇ

ହାରୂଛେ ମାନବ୍

ମାନବିକତା ନାଇ।


ଲଢମୁ ଆମେ ଆଜି

ମଲେ ପଛେ ମର୍ ମୂଁ

ନୂଆ କାମ କରି କରି

ସବ୍ କର୍ ଦିଲ୍ ଜିତ୍ ମୂଁ ।


ଏନ୍ତା ସମୟ ରେ ଭାରତ

ନାଇ ମାନବାର ହାର୍,

ଓଡିଶା ବି ଲାଗିଛେ ତ

ଅଛେ ନିଜର୍ ଘର୍ ।


ସରପଞ୍ଚଂକେ ମିଳିଛେ

କଲେକ୍ଟର୍ ତାକତ୍

ଫେରଭି ନାଇ କର୍ବାର୍ 

ଗାଁ ର୍ କାମ ବକତ୍।


ମାକଡ ର ହାତ ତି

ଯେନ୍ତା ନୁଆ ଶାଳଗ୍ରାମ 

ସରପଞ୍ଚ କେ ବି ଏନ୍ତା

କଲେକ୍ଟର୍ କରମ?


ଖାଲି ଗାଏଲେ ହେବା କେଁ

ମୁସ୍କୁରାୟେଗା ଇଣ୍ଡିଆ 

କୋରୋନା ପୁରା ବିଗଡାଲାନା

ମରୁଛନ୍ ଲକ୍ଷ ମିଆଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy