Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

alok Prasad

Tragedy

3  

alok Prasad

Tragedy

କନ୍ୟା

କନ୍ୟା

1 min
194


କନ୍ୟା ଯେ ଅଟଇ ମାଆ ଲକ୍ଷ୍ମୀଙ୍କ ଅବତାର

କନ୍ୟାକୁ କିପାଇଁ କର ହେ ଅନାଦର ?

କନ୍ୟା ରତ୍ନ ଯେ ଅଟଇ ଘରର ମୂଳାଧାର 

କନ୍ୟା ବିନା ନୁହଁଇ ସମ୍ଭବ ସୁନ୍ଦର ସୃଷ୍ଟିର ସମ୍ଭାର !

କନ୍ୟାଟିଏ ଥିଲେ ବଢ଼ଇ ପିତାର ଆଦର କନ୍ୟାଟିଏ

ହୋଇଥାଏ ସଦା ପରିବାରର ମୁଖ୍ୟ ସୂତ୍ରଧର !

କନ୍ୟାଟିଏ ଜନମିଲେ ଅନ୍ଧାର ଘର ଯେ ହୁଅଇ ଆଲୋକ  

କନ୍ୟାଟିଏ ଥିଲେ ସଂସାର ରଥର ହୁଅଇ ପଥିକ !

କନ୍ୟା ଯେ ଅଟଇ ଦୁଇ କୂଳ ହିତା ସେଇଥିପାଇଁ ତ

ତାହାରି ନାମ ଯେ ଦୁହିତା!

କନ୍ୟାକୁ କେବେ ନକର ହୀନମନା  

କନ୍ୟା ବିନା ନୁହଁଇ ସମ୍ଭବ ସଂସାର ସୃଷ୍ଟି ବିଡମ୍ବନା !

କନ୍ୟା ଭୃଣ ହତ୍ୟାକାରୀ ହୋଇ  

ବୋଲାଅ ନାହିଁ ଦୁରାଚାରୀ  

କନ୍ୟା ସନ୍ତାନର ହିତ ପାଇଁ 

ସଦା ହୁଅ ହେ ସଦାଚାରୀ ! 



Rate this content
Log in

Similar oriya poem from Tragedy