Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Fantasy

3  

Prasanta kumar Hota

Fantasy

କଳ୍ପନାରେ -20

କଳ୍ପନାରେ -20

1 min
6.7K


ଚାଲିଗଲ ଯେବେ ଛଡାପଥେ ତୁମ

ଛାଡିଗଲ କିଛି ସ୍ମୃତି

ସେହି ସ୍ମୃତି ଏବେ ସାଉଁଟି ରଖିଛି

ଦେଖି ଦେଖି ବିତେ ରାତି ।


ଏବେଯେବେ ଦେଖେ ଆସିଛ ଗୋ ଫେରି

ଆସିଛ ଓଢ଼ଣା ଦେଇ

ଦେଖିଲିନି କିନ୍ତୁ ମଧୁଝରା ହସ

ତୁମ ଓଠ ବାଟ ଦେଇ।


କହିବି କହିବି ହେଉଥିଲି ଯାହା

କହି ତ ପାରିଲି ନାହିଁ

ତୁମ ଆଖି କିନ୍ତୁ କହୁଥିଲା ସବୁ

ବଧୁ ବେଶେ ଏବେ ମୁହିଁ ।


ପ୍ରଶାନ୍ତ କୁମାର ହୋତା


Rate this content
Log in

Similar oriya poem from Fantasy