Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Rajib Lochan Panigrahy

Drama Action Inspirational

3  

Dr. Rajib Lochan Panigrahy

Drama Action Inspirational

କଳ୍ପନା

କଳ୍ପନା

1 min
139


କଳ୍ପନା କରେ ମଣିଷ

ଅବାସ୍ତବ କୁ ବାସ୍ତବ

କଳ୍ପନାରେ ଉଡେ କେବେ

ଘୁରି ବୁଲେ ସୁନୀଲ ନଭ

କେବେ ପୁଣି ପହଁରେ ସମୁଦ୍ର

କେବେ ପୁଣି ଉଡିଚାଲେ

ପାହାଡ଼ ସେପାଖେ

ଅଛି ସତେ ପ୍ରିୟାର ଘର |

କଳ୍ପନା ରେ ବୁଲିବା

ବାସ୍ତବତରେ ବଞ୍ଚିବା

କଳ୍ପନା ବାହାରେ

କଳ୍ପନା ବାସ୍ତବତା

ଆକାଶର ଦୂରତା ବାହାରେ

କେବେ ପୁଣି ଭାଗ୍ୟ ବେଳେ

କଳ୍ପନା ପାଲଟେ ବାସ୍ତବରେ |

ମଣିଷ ମନ ସଦା ବଞ୍ଚେ

କଳ୍ପନା ଭିତରେ

ଯେତେ ମିଳିଲେ ବି

ଆହୁରି ମିଳବା ଆଶାରେ

କେବେ ପୁଣି କରେ କଳ୍ପନା

ଅନ୍ୟ କାହାର ଇର୍ଷାରେ

ପୁଣି କଳ୍ପନା କରି ଭାବେ

ଆଉ କାହାର ଅନିଷ୍ଟରେ |

ଧରାଧାମେ ମଣିଷ

ବଞ୍ଚେ କଳ୍ପନାରେ

କିନ୍ତୁ ଆସିଛି ସେ ଏଠି

କରିବାକୁ କାମ l

ବିଭୁଙ୍କ ଇଙ୍ଗିତ ରେ

ଭୁଲି ଯାଏ ଏଠି ସବୁ

ଯାହା ହୁଏ ତାଙ୍କ କଳ୍ପନା ରେ |



Rate this content
Log in

Similar oriya poem from Drama