STORYMIRROR

Ansuman Swain

Crime

4  

Ansuman Swain

Crime

କଳଙ୍କିନି

କଳଙ୍କିନି

1 min
237

    

ମଣିଷ କାହିଁକି ଦିନକୁ ଦିନ

            ସାଜୁଛି ଏମିତି ବେଶ

ନିଜ ଦେହକୁ ଦାଣ୍ଡେ ଗଡାଇ

             ମେଣ୍ଟାଉଛି ତାର ଭୋକ

ଆଧୁନିକ ଯୁଗେ ରୋମାନ୍ସ କରୁଛି

                 ହେଉକି ଦିନ ରାତି

ଲଜ୍ୟା ନିବାରଣ ଶବ୍ଦଟି ହଜାଇ

                  ପାଉଛି ଅନେକ ଶାନ୍ତି

ସ୍ୱାମୀ ଠାରୁ ସ୍ତ୍ରୀ' ଅଲଗା ହେଉଛି

                ଖୋଜୁଛି ନୂଆ ପୁରୁଷ

ମା'ମା' ବୋଲି ଛୁଆଟି କାନ୍ଦୁଛି

               ଦେଖା ନାହିଁ ମାଆ ମୁଖ 

ଘର ଅଗଣାଟି ପଡିଅଛି ତୁଚ୍ଛା

               ବାସୁନି ସୁବାସ ବାସ

ଘରର ଗୃହିଣୀ ଓଷା ,ବ୍ରତ ଭୁଲି

                ହେଉଛି ନିତି ରୋମାନ୍ସ 

ପବିତ୍ର ବନ୍ଧନେ ଲାଗୁଛି କଳଙ୍କ

            ଆମ ଏ ସମାଜେ ନିତି

ପୁଅ ଠାରୁ ମାଆ ଅଲଗା ହେଉଛି

               ଖୋଜୁଛି ନୂଆ ସମ୍ପତି

ଏହି ଭଳି ମଣିଷ ମୁଣ୍ଡରେ ନିଆଁ

              ବଞ୍ଚିଛ କାହିଁକି ଏଠି

ସମାଜକୁ ତମେ ଧୂଆଁ କରିଦେଲ

                ରହିଛି ଓଟିଭି ଶାଖୀ .....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime