STORYMIRROR

Susanta kumar Patra

Crime Others

4  

Susanta kumar Patra

Crime Others

ସାବଧାନ

ସାବଧାନ

1 min
180

‌ସାବଧାନ

ତୁମକୁ ପ୍ରେମ କରିବା,

ତୁମଠୁ ଧୋକା ପାଇବା,

ଏଇଟା ମୋର ପୁର୍ଣ୍ୟର ଫଳ ।

ତା ନହଲେ ଆଜି

ମୁଁ ବଞ୍ଚିଥାନ୍ତି କେମିତି?

କିଏ ଜାଣେ ନିହାରିକା ପରି

ମୋର ଶରୀରକୁ ରକ୍ତାତ କରି,

ଫିଙ୍ଗିଦେଇ ଆସିଥାନ୍ତ ତୁମେ

କୋଉ ନଇର ପଠାରେ ।

ହେ ମୋର ଭଉଣୀ ଗଣ

ତୁମକୁ ମୋର ନିବେଦନ

ଭଦ୍ରମୁଖା ପିନ୍ଧିଥିବା ରାକ୍ଷସଙ୍କ ପ୍ରତି

ତୁମେ ସମସ୍ତେ ହୁଅ ସାବଧାନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime