STORYMIRROR

Susanta kumar Patra

Others

3  

Susanta kumar Patra

Others

ତୁମେ ତ ସତ୍ୟ

ତୁମେ ତ ସତ୍ୟ

1 min
288

ତୁମେ ତ ସତ୍ୟ

ତୁମେ ତ ଚିରନ୍ତନ ଓ ସତ୍ୟ

ମୁଁ କାହିଁକି ତୁମକୁ ବୁଝିପାରେନି,

ମିଛ ଓ ଲୋଭରେ ବୁଡି ରୁହେ?

ରକ୍ତ ମାଂସକୁ ନେଇ ମୋର ଭାରି ଗର୍ବ |

ମୁଁ କଲି ମୁଁ ଜିତିଲି କେବଳ ମୁଁ |

ମୁଁ କିନ୍ତୁ ହରେଇ ବସିଲି,

ଯାହା କେବେ ମୋର ନଥିଲା |

ଜିତିବାର ସଂଘର୍ଷରେ ମୁଁ ପ୍ରତିଦ୍ବନ୍ଦୀ କରେ, 

ମିଛକୁ ପାଇବା ପାଇଁ ମୁଁ ନିଜକୁ ପ୍ରସ୍ତୁତ କରେ,

କେବଳ ଦୁଃଖକୁ ନିଜର କରିବା ପାଇଁ |



Rate this content
Log in