STORYMIRROR

Susanta kumar Patra

Abstract

3  

Susanta kumar Patra

Abstract

"କରୋନା "

"କରୋନା "

1 min
243

ଆହେ ଜଗନ୍ନାଥ, ଆହେ ଜଗନ୍ନାଥ 

"କରୋନା"କୁ ପ୍ରଭୁ ତୁମେ କର ବଧ 

ଆହେ ଜଗନ୍ନାଥ

ନକରିଲେ ହତ, ଜିବ ହେବେ ହତ 

ଧ୍ବଂସ ହୋଇବ ଜଗତ

ଆହେ ଜଗନ୍ନାଥ, କରେ ଅନୁରୋଧ 

"କରୋନା"କୁ ପ୍ରଭୁ ତୁମେ କର ବଧ 

ଆହେ ଜଗନ୍ନାଥ


ଆହେ ଜଗନ୍ନାଥ ଦେଖ ଏ ଜଗତ

କରୋନା କିପରି କରେ ଆକ୍ରାନ୍ତ 

ଆହେ ଜଗନ୍ନାଥ

ଧୀରେ ଧୀରେ କରି, ମହାମାରୀ ପରି, 

କରୋନା ବ୍ୟପୁଛି ଆହେ ଶ୍ରୀହରି

ଆହେ ମୁରୁଲିଧାରୀ ଆହେ ଚକ୍ରଧାରୀ 

କରୋନାକୁ ବଧ କର କରେ ଗୁହାରି 

ଆହେ ମୁରଲୀଧାରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract