STORYMIRROR

Susanta kumar Patra

Abstract

3  

Susanta kumar Patra

Abstract

ଅନୁରୋଧ

ଅନୁରୋଧ

1 min
528

ମୋତେ ହୋଲି ଏମିତି ରଙ୍ଗେଈଲା ଜେ

ଆକାଶର ଇନ୍ଦ୍ରଧନୁର ରଙ୍ଗ ଗୁଡାକ ମୋତେ

କଳା ଦେଖିବାକୁ ଲାଗିଲା ସବୁଦିନ ପାଇଁ

ଏଇ ବର୍ଷ ହୋଲି ଆସିଛି

ରଙ୍ଗ ସାଥେ କରୋନାର ଭୟ ନେଇ 

ତଥାପି ଆମେ ଅମାନିଆ

ଆମେ ମାନିବୁ ବା କାହିଁ

ରଙ୍ଗ ଖେଳିବୁ ଅମାନିଆ ହୋଇ

ରଙ୍ଗ ଖେଳୁଥିବା ଭାଇମାନଙ୍କୁ

ମୁଁ ଅନୁରୋଧ କରଇ

ରଙ୍ଗ ଖେଳିବ, ଖେଳ ସତ

କିନ୍ତୁ ସୁନେଲି ସ୍ୱପ୍ନ ଦେଖୁଥିବା

ଆଖି ସହ ଜମା ଖେଳ ନାହିଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract