STORYMIRROR

Susanta kumar Patra

Abstract

2  

Susanta kumar Patra

Abstract

କାହିଁକି?

କାହିଁକି?

1 min
2.6K



କାହିଁକିର ଉତ୍ତର କାହିଁକି ପାଖରେ


କାହିଁକି ଯାଇଛି ଫସି,


ସେକଥା ଭାବୁଥାଏ ମୁଁ ବସି|


ପ୍ରଶ୍ନ ପଚାରିଲେ ଉତ୍ତର ଆସେ କାହଁକି,


ଉତ୍ତରଟା ପୁଣି ପ୍ରଶ୍ନ ହୋଇ ଫେରୁଛି କାହିଁକି?


ଚାଷୀ ଆତ୍ମହତ୍ୟା କରୁଛି କାହିଁକି?


ଧାନର ମୂଲ୍ୟ ବୃଦ୍ଧି ହେଉନି କାହିଁକି?


କଳକାରଖାନା ଚାଲୁନି କାହିଁକି?


ଶିକ୍ଷିତ ବେକାର ବଡୁଛି କାହିଁକି?


ଗରିବକୁ ତାର ପ୍ରାପ୍ୟ ମିଳୁନି କାହିଁକି?


ଏ ପ୍ରଶ୍ନର ଉତ୍ତର ସରକାର ଦେଉନି କାହିଁକି?


ଏହା ଶୁଣି ବିବେକ ଉତ୍ତର ଦେଲା


କାରଣ ତୁ ମିଛ ପ୍ରଲୋଭନକୁ ସତ ଭାବି


ଅଯୋଗ୍ୟ ବ୍ୟକ୍ତିକୁ ତୁ ଭୋଟ ଦେଲୁ କାହିଁକି?


ଆଉ ଆଜି ପ୍ରଶ୍ନ ତୁ ପଚାରୁଛୁ କାହିଁକି?


ଆଉ ମୁକ ସରକାର ଉତ୍ତର ଦବ ବା କାହିଁକି?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract