Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susanta kumar Patra

Action

4.0  

Susanta kumar Patra

Action

ଅନୁରୋଧ

ଅନୁରୋଧ

1 min
12.4K


ଆସିଛନ୍ତି ପ୍ରବାସୀ ଓଡ଼ିଆ ଓଡିଶାକୁ ମୋର, 

ତାଙ୍କ ପାଇଁ ଓଡିଶାରେ ପଡ଼ିଲାଣି ହାହାକାର l


ସେମାନଙ୍କ ପାଇଁ ଏବେ ଚିନ୍ତାରେ ଜନସାଧାରଣ, 

ଆସିଛନ୍ତି ପ୍ରବାସୀ ଓଡ଼ିଆ ଓଡିଶାକୁ ମୋର|


ତୁମର ଦୁଃଖକୁ ସରକାର ହୃଦୟଙ୍ଗମ କଲେ,  

ତୁମକୁ ଆଣିବାର ବ୍ୟବସ୍ଥା ନିଜେ କରାଇଲେ l


ଓଡିଶା ଆସିକି ତୁମେ ଦେଖାଉଛ ପତିଆର, 

ଗଡ଼ ଜିତିକି ଆସିଲା ପରି କରୁଛ ବ୍ୟବହାରl

 

ସରକାର ନିୟମକୁ ତୁମେ କରି ଉଲଂଘନ, 

କରେଁଟାଏନି ସ୍ଥାନରୁ କରୁଛ ପଳାୟନ l


ଅଜାଣତରେ କରୋନା ଭୁତାଣୁ ବାଣ୍ଟୁଛ, 

ନିଜ ରାଜ୍ୟକୁ ନିଜେ ବିପଦକୁ ଠେଲୁଛ l

 

ଓଡିଶାକୁ ଆସିଥିବା ପ୍ରବାସୀକୁ କରେ ଅନୁରୋଧ,  

ଦୟାକରି କରେଁଟାଏନି ସ୍ଥାନରେ ରୁହନ୍ତୁ ଆବଧ|



Rate this content
Log in

Similar oriya poem from Action