Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bishwanath Sethi

Tragedy Crime

4  

Bishwanath Sethi

Tragedy Crime

ବଳାତ୍କାର

ବଳାତ୍କାର

1 min
163


କେତେ ଘୃଣ୍ୟ ଶବ୍ଦ ଇଏ ?

ଯା'ର ନାଁ ଶୁଣିିଲା ମାତ୍ରକେ

ଥରିିଯାଏ ସର୍ବାଙ୍ଗ !

ଟକ ଟକ ହୋଇ ଫୁଟେ,

ଶିରାପ୍ରଶିରାର ରକ୍ତ ।

ଏକ ସଭ୍ୟ ସମାଜ ପାଇଁ,

କେତେ କଳଙ୍କିତ,ନିନ୍ଦିତ ।

ଚାରିଆଡେ ଶୁଭୁୁଛି ଖାଲି ଭୟ ଓ

ଆର୍ତ୍ତ ଚିତ୍କାରର କରୁଣ ଧ୍ୱନି !

କୋଣଅନୁୁୁୁୁକୋଣରେ ଶୁଭୁଛି 

ଖାଲି ହାହାକାର ଆଉ ହାହାକାର।

ଆବାଳବୃୃୃଦ୍ଧବନିତା ସମସ୍ତେ,

ଆଜି ସାଜିିିଛନ୍ତି ବଳତ୍କାରିତା, ନିର୍ଯ୍ୟାତିିତା ।

ଏଭଳି ବର୍ବର କାଣ୍ଡ ଭିଆଇଦେଇ

ବାହାବା ନେଉଛନ୍ତି ତଥାକଥିତ 

ନରରୂପୀ ରାକ୍ଷସମାନେ ।

ପଶୁୁୁଠାରୁ ବି ହିନପାଲଟି ଯାଉଛନ୍ତି ସେମାନେ

ସେଇ ପିିିଶାଚର ମାନଙ୍କ ପାଇଁ ଆଜି

ଏ ସଭ୍ୟ ସମାଜ କଳୁଷିତ, ନିିନ୍ଦିିିତ ।

ସରଳ ନିିଷ୍ପାପ ଶିଶୁ ବି ବାଦ,

ପଡୁୁୁନାହାନ୍ତି ସେହି ନରହନ୍ତା

ପାପିଷ୍ଠମାନଙ୍କ ପଞ୍ଝାରୁ !

ଅକଥନୀୟ ବଳାତ୍କାରର

ଶିକାର ହେଇଯାଉଛି ।

କ'ଣ ଅବା ଦୋଷ ରହିଛି 

ସେମାନଙ୍କର ?

କାହିଁକି ଅଟକିି ଯାଉନି ସେହି

ପାପୀ ବଳାତ୍କାରୀମାନଙ୍କ ପାଦ ?

କ'ଣ ପାଇଁ ଥରି ଯାଉନି ତାଙ୍କ ହାତ,

ଏଭଳି ଅନେକ ପ୍ରଶ୍ନ 

ପ୍ରତିଟି ମୁହୂର୍ତ୍ତରେ ମନରେ ଉଙ୍କିମାରୁଛି ।

ପୂର୍ଣ୍ଣଚ୍ଛେଦ ପଡନ୍ତା କି 

ଏ କୁକର୍ମର ନର୍କ ଖେଳରେ !



Rate this content
Log in

Similar oriya poem from Tragedy