STORYMIRROR

Subrat Malik

Abstract Tragedy Thriller

3  

Subrat Malik

Abstract Tragedy Thriller

କଳଙ୍କ

କଳଙ୍କ

1 min
180

ମୋ ପ୍ରେମ କାହାଣୀରେ ଲେଖିଲା

ସେ ଏକ କଳଙ୍କର ଅଧ୍ୟାୟ 

ପ୍ରତାରଣା ଖେଳ ଖେଳି

ସ୍ୱାର୍ଥାଗୃଧ୍ନୁ ପ୍ରେମିକା ସାଜି ।।

ପ୍ରେମର ଅନ୍ଧ ପୁଟୁଳି ବାନ୍ଧି

ଗାନ୍ଧାରୀ ସଜାଇ ମୋତେ

ଲୁଟିନେଲା ସବୁକିଛି ମୋର

ଭିକ୍ଷା ଥାଳ ଦେଇ ହାତେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract