STORYMIRROR

Subrat Malik

Romance Classics

4  

Subrat Malik

Romance Classics

ଚାଲ

ଚାଲ

1 min
394


ଚାଲ,

ହୋଇଯିବା ଏକାକାର

ନା, ତୁମେ ରହିବ ତୁମେ ହୋଇ

ନା, ମୁଁ ରହିବି ମୁଁ ହୋଇ

ଦୁହେଁ ହଜିଯିବା ଦୁହିଁଙ୍କ ଭିତରେ

ଅନ୍ତ କରି ଅପେକ୍ଷାର

ଜନ୍ମ ଜନ୍ମ ପ୍ରତୀକ୍ଷାର ।।

ସାଗର ଗର୍ଭେ ନଦୀ

ନିଜକୁ ହଜାଇଲା ପରି

କାମାତୁର ଯୌବନରତୃଷ୍ଣା-

ନିବାରଣେ କିଛି ଗୋଟେ ଘଟଣା

ଘଟେଇ ଦେବା ବୟସର ହାତ ଧରି

ସମୟର ବତୀଘରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance