STORYMIRROR

Subrat Malik

Romance Others

2  

Subrat Malik

Romance Others

ଆଜି ରାତିକ ପାଇଁ

ଆଜି ରାତିକ ପାଇଁ

1 min
30

ଆଜି ରାତିକ ପାଇଁ

ତୁମେ ହୋଇଯାଅ ଦେବୀ

ମୁଁ ହୋଇଯିବି ଈଶ୍ୱର

ଖେଳିବାକୁ ଶାପ ସିଡ଼ି ଖେଳ

ଆବଦ୍ଧ କୋଠରୀ ଭିତରେ

ଅନ୍ଧାରକୁ ସ୍ୱାଗତ କରି

ମଣିଷ ହୋଇ ଖେଳିଲେ

ଦୁନିଆ ଆମକୁ ପାପୀ ଆଖିରେ ଦେଖିପାରେ ଯେ ।।

ଅନ୍ଧାରରେ ବୋଳା ବୋଳି ହେବା ପ୍ରେମ

ତୁମେ ଟିକେ ସହଜ ହେବ ବୋଲି

ଆହୁରି ଲୋଡ଼ା ହେଲେ ଅନ୍ଧାର

ମିଠା ମିଠା ପ୍ରତିଶ୍ରୁତି ସାଥେ

ଡାକି ଆଣିବା ଅମାବାସ୍ୟା ଜହ୍ନକୁ

ସବୁଦିନ ପାଇଁ ଆକାଶରୁ କାଢି ସମୁଦ୍ରକୁ ଫିଙ୍ଗି ଦେଇ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance